ଆସୁଛନ୍ତି ବିଘ୍ନ ବିନାଶକ

Sep 12, 2026 - 21:26
ଆସୁଛନ୍ତି ବିଘ୍ନ ବିନାଶକ
Gallery

ଆସୁଛନ୍ତି ବିଘ୍ନ ବିନାଶକ

ଧରାବତରଣ କରିବେ ପ୍ରଭୁ ବିଘ୍ନ ବିନାଶକ। ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଦିନରାତି ଏକ କରି ଚାଲିଛି ନିର୍ମାଣ କାମ। ପବିତ୍ର ଗଣେଶ ପୂଜା ପାଇଁ ଜୋରଦାର ପ୍ରସ୍ତୁତି। ଶିକ୍ଷାନୁଷ୍ଠାନ ଠାରୁ ପୂଜା ମଣ୍ଡପ ଯାଏଁ ସବୁଠି ଏବେ ଉତ୍ସବର ମାହୋଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)