Youth Swept Away in River: ନଦୀରେ ବୁଡ଼ି ଯୁବକ ନିଖୋଜ, ପୋଲିସ୍ ଓ ଅଗ୍ନିଶମ ଟିମର ଖୋଜାଖୋଜି
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନରେ ଥିବା ନାଖରା ସେତୁ ତଳେ ଗାଧୋଉଥିବାବେଳେ ବୁଡିଗଲେ ଯୁବକ । ବାଲେଶ୍ୱରର ୩ ସାଙ୍ଗଙ୍କ ସହ ଆସି ଗାଧୋଉଥିଲେ। ତେବେ ଜଣେ ବୁଡିଯାଇ ନିଖୋଜ ହୋଇଥିବା ଜଣାପଡିଛି।
ଘଟଣା ସଂପର୍କରେ ଖବରପାଇ ପୋଲିସ୍ ଓ ଅଗ୍ନିଶମ ବିଭାଗ ପାଣିରେ ବୁଡି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଡିଯାଇଥିବା ଯୁବକଙ୍କ ପତ୍ତା ମିଳିନାହିଁ।
ମୟୂରଭଞ୍ଜ ବୈଶିଙ୍ଗା ଥାନା ନାଖରା ସେତୁରେ ଅଘଟଣ
ବୁଢାବଳଙ୍ଗ ନଦୀରେ ବୁଡ଼ି ଯୁବକ ନିଖୋଜ
ନାଖରା ବ୍ରିଜ୍ ତଳେ ଗାଧୋଇବା ବେଳେ ଭାସି ନିଖୋଜ
ବାଲେଶ୍ୱରର ୩ ସାଙ୍ଗ ସହ ଆସି ଗାଧୋଉଥିଲେ
ବୈଶିଙ୍ଗା ପୋଲିସ୍ ଓ ଅଗ୍ନିଶମ ଟିମର ଖୋଜାଖୋଜି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।