Youth Olympics 2026: ଯୁବ ଅଲିମ୍ପିକ୍ସ: ଏସୀୟ ଦଳ ପକ୍ଷରୁ ସ୍ବର୍ଣ୍ଣ ଜିତିଲେ ଭାରତର ଶ୍ରେଷ୍ଠ

Nov 06, 2026 - 14:52
Youth Olympics 2026: ଯୁବ ଅଲିମ୍ପିକ୍ସ: ଏସୀୟ ଦଳ ପକ୍ଷରୁ ସ୍ବର୍ଣ୍ଣ ଜିତିଲେ ଭାରତର ଶ୍ରେଷ୍ଠ

ଡାକାର: ଚଳିତ ଯୁବ ଅଲିମ୍ପିକ୍ସରେ ଏସିଆ ଦଳ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଶ୍ରେଷ୍ଠ ରାଜୁ ମଣ୍ଟେନା।

୧୫ ବର୍ଷୀୟ ଅଶ୍ୱଚାଳକ ଶ୍ରେଷ୍ଠ 'କ୍ରେଜି ହର୍ସ ବୁପ୍‌' ଘୋଡ଼ାରେ ଚଢ଼ି ଏହି ସଫଳତା ପାଇଛନ୍ତି।

ଇଣ୍ଟର ଆମେରିକା ଓ ଆଫ୍ରିକା ଦଳକୁ ପଛରେ ପକାଇ ଭାରତ, ୟୁଏଇ, ଚୀନ୍‌ ଓ ଇଣ୍ଡୋନେସିଆର ଅଶ୍ୱଚାଳକଙ୍କୁ ନେଇ ଗଠିତ ଏସୀୟ ଦଳ ପ୍ରଥମ ସ୍ଥାନ ଅଧିକାର ଏହି ପଦକ ପାଇଥିଲା।

ତେବେ ଏହି ସ୍ବର୍ଣ୍ଣ ଭାରତର ପଦକ ଖାତାରେ ଯୋଡ଼ା ହେବନି।

ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲ୍‌ରେ ଶ୍ରେଷ୍ଠ ଭାଗ ନେବାକୁ ଥିବାରୁ ଆଉ ଏକ ପଦକ ଆଶା ରହିଛି।

ଯୋଗ୍ୟତା ପର୍ଯ୍ୟାୟରେ ତିନି ଜଣ ଅଶ୍ୱଚାଳକଙ୍କ ମଧ୍ୟରେ ସେ ରହିଥିଲେ।

Advertisment Silver Medal: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ତନ୍ବୀଙ୍କୁ ଐତିହାସିକ ରୌପ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)