Youth Goes Missing: ଭଟ୍ଟାରିକା ପୀଠକୁ ବୁଲିବାକୁ ଆସି ପାଣିରେ ବୁଡ଼ିଗଲେ ଯୁବକ, ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଅଘଟଣ
ଭଟ୍ଟାରିକା ପୀଠକୁ ବୁଲିବାକୁ ଆସି ଯୁବକ ନିଖୋଜ।
କଟକ ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକାଙ୍କ ପୀଠ ନିକଟରେ ପାଣିରେ ବୁଡ଼ି ଯୁବକ ନିଖୋଜ ହୋଇଥିବା ଜଣାପଡିଛି | ନିଖୋଜ ଯୁବକ ଜଣକ ହେଲେ ଭଟ୍ଟାରିକା ପଞ୍ଚାୟତର ଓଗାଲପୁର ଗାଁର ୧୯ ବର୍ଷୀୟ ଯୁବକ ସୁନୀଲ ବଳବନ୍ତରାୟ।
Advertisment ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯାଇଥିଲା।
ଏହାପରେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ସୁନୀଲ।
ଖବର ପାଇ ଘଟଣାସ୍ଥଳରେ ବଡ଼ମ୍ବା ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।
ଭଟ୍ଟାରିକା ପୀଠକୁ ବୁଲିବାକୁ ଆସି ଯୁବକ ନିଖୋଜ ପାଣିରେ ବୁଡ଼ି ଯୁବକ ନିଖୋଜ ସୂଚନା ସ୍ଥାନୀୟ ଓଗାଲପୁର ଗାଁର ୧୯ ବର୍ଷୀୟ ଯୁବକ ନିଖୋଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ବୁଡ଼ିଗଲେ ବଡ଼ମ୍ବା ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଜାରି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
