Youth Demand ISKCON Leave Odisha: ଗଜପତିଙ୍କୁ ଅପମାନ, ଇସ୍କନ ଗୋ ବ୍ୟାକ୍ ନାରାରେ କମ୍ପିଲା ପୁରୀ

Jul 12, 2026 - 21:42
Youth Demand ISKCON Leave Odisha: ଗଜପତିଙ୍କୁ ଅପମାନ, ଇସ୍କନ ଗୋ ବ୍ୟାକ୍ ନାରାରେ କମ୍ପିଲା ପୁରୀ

Youth Demand ISKCON Leave Odisha: ଗଜପତିଙ୍କୁ ଅପମାନ, ଇସ୍କନ ଗୋ ବ୍ୟାକ୍ ନାରାରେ କମ୍ପିଲା ପୁରୀ

ଗଜପତିଙ୍କୁ ଅପମାନ କରିଥିବା ଦର୍ଶାଇ ବଡ଼ଦାଣ୍ଡରେ ଇସ୍କନକୁ ଓଡ଼ିଶା ଛାଡ଼ିବାକୁ ନାରା ଦେଇଛନ୍ତି ଯୁବକ। ହାତରେ ଇସ୍କନ ଗୋ ବ୍ୟାକର ଫ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

author-image
Manoj Kumar Rout
12 Jul 2026 21:32 IST