Yoga:ବିଜେଇଏମ୍ ସ୍କୁଲ-୨ରେ ଯୋଗ ଦିବସ
"ଭୁବନେଶ୍ବର: ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ବାର୍ତ୍ତାକୁ ନେଇ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।Advertisment ଆହୁରି ପଢନ୍ତୁ: Maharastra: ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ: ୧୭ରୁ ୧୬ଟି ଆସନରେ ମହାୟୁତି ମେଣ୍ଟ ବିଜୟୀ ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବରଦା ପ୍ରସାଦ ପାଇକରାୟ, ଉପାଧ୍ୟକ୍ଷ ଡ.
ମନୋରଞ୍ଜନ ବେଜ, ସମସ୍ତ ପ୍ରାବନ୍ଧିକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ପ୍ରଶିକ୍ଷିତ ଯୋଗ ଶିକ୍ଷୟିତ୍ରୀ ସୁଜାତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯୋଗ ଶିବିର ପରିଚାଳିତ ହୋଇଥିଲ।"