Woman SI Found Dead : ମହିଳା ସବ୍‌ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ! କ୍ୱାର୍ଟର୍ସରୁ ଉଦ୍ଧାର ମୃତଦେହ

Nov 21, 2026 - 13:30
Woman SI Found Dead : ମହିଳା ସବ୍‌ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ! କ୍ୱାର୍ଟର୍ସରୁ ଉଦ୍ଧାର ମୃତଦେହ

ମହିଳା ସବ୍ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ।

ଥାନା ପରିସର କ୍ୱାର୍ଟର୍ସରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କ୍ୱାର୍ଟର୍ସରେ ଘଟିଛି ଏଭଳି ଘଟଣା।

ମୃତ ମହିଳା SI ହେଉଛନ୍ତି ପ୍ରଭାସିନୀ ସାହୁ।

Advertisment କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାହା ଏବେ ଅସ୍ପଷ୍ଟ।

ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗଞ୍ଜାମ ଏସ୍ ପି।

ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)