woman died following domestic dispute ପାରିବାରିକ କଳହରୁ ପତ୍ନୀ ହତ୍ୟା

Oct 18, 2026 - 18:44
woman died following domestic dispute ପାରିବାରିକ କଳହରୁ ପତ୍ନୀ ହତ୍ୟା

"ବାଲିଶଙ୍କରା (ପ୍ରଦୀପ ନନ୍ଦ): ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ କୁସୁମୁରା ଗ୍ରାମରେ ପାରିବାରିକ କଳହରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି।

ସୂଚନା ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment Extramarital affiar and murder ପରକୀୟା ପ୍ରୀତିରୁ ପତ୍ନୀ ହତ୍ୟା ଅଭିଯୋଗ, ସ୍ବାମୀ ଗିରଫଘଟଣା ସମ୍ପର୍କରେ ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ରବିବାର (ଆଜି) ପୂର୍ବାହ୍‌ଣ ପ୍ରାୟ ୯ଟାରେ ବଇଦାର ଗୁରୁ ( ୪୫) ଓ ସ୍ତ୍ରୀ କୁନ୍ତଳା ଗୁରୁ (୩୫) ନିଜ ଜମିରେ ଧାନ କାଟିବାକୁ ଯାଇଥିଲେ।

ମଧ୍ୟାହ୍‌ଣ ପ୍ରାୟ ୧୨ଟାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉଚ୍ଚବାଚ ହୋଇଥିଲା।

ପରସ୍ପରକୁ ଗାଳିଗୁଲଜ କରିଥିଲେ ଏଥିରେ ସ୍ୱାମୀ ବଇଦାର ଗୁରୁ ଉତ୍ତ୍ୟକ୍ତ ହୋଇ କୁନ୍ତଳାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ନିସ୍ତୂକ ମାଡ଼ ମାରିଥିଲେ।

କୁନ୍ତଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

Judgement: ପତ୍ନୀ ହତ୍ୟାକାରୀର ଫାଶୀ ଦଣ୍ଡ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କଲେ ହାଇକୋର୍ଟଖବରପାଇ ପୁଲିସ ଓ ସାଇଣ୍ଟିଫିକ ଦଳ ପହଞ୍ଚି ଶବ ଜବତକୁ ଜବତ କରି ଚିକିତ୍ସାଳୟ ପଠାଇଛନ୍ତି।

ଅଭିଯୁକ୍ତ ବଇଦାର ଗୁରୁଙ୍କୁ ପୁଲିସ ଗିରଫ କରି ଥାନାରେ ଅଟକ ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)