Durga puja: ଝଲସୁଛି ରୌପ୍ୟନଗରୀ
Durga puja: ଝଲସୁଛି ରୌପ୍ୟନଗରୀ
ରୁପାର ସହର ‘କଟକ’ ଝଲସୁଛି। ଶାରଦୀୟ ଦୁର୍ଗାପୂଜା ପାଇଁ କଟକରେ ପ୍ରାୟ ୨୦୦ଟି ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା ଜାରି ଥିବା ବେଳେ ସହରସାରା ରାସ୍ତାରେ ରଂଗୀନ ଆଲୁଅ ଦର୍ଶକଙ୍କୁ ଆକର୍ଷଣ କରୁଛି। ଚିକିମିକି ଲାଇଟ୍ ଦର୍ଶକଙ୍କ ପାଦ ଅଟକାଇ ଦେଉଛି।
/sambad/media/media_files/2026/10/18/whatsapp-image-2026-10-18-18-35-52.jpeg)
1/8
/sambad/media/media_files/2026/10/18/whatsapp-image-2026-10-18-18-36-03.jpeg)
2/8
/sambad/media/media_files/2026/10/18/whatsapp-image-2-2026-10-18-18-36-15.jpeg)
3/8
/sambad/media/media_files/2026/10/18/whatsapp-image-2026-10-18-18-36-28.jpeg)
4/8
/sambad/media/media_files/2026/10/18/whatsapp-image-2026-10-18-18-36-47.jpeg)
5/8
/sambad/media/media_files/2026/10/18/whatsapp-image-2026-10-18-18-37-29.jpeg)
6/8
/sambad/media/media_files/2026/10/18/whatsapp-image-2026-10-18-18-37-50.jpeg)
7/8
/sambad/media/media_files/2026/10/18/whatsapp-image-2026-10-18-18-38-03.jpeg)
8/8
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
