Woman: କାର୍‌ରେ ଆସିଲେ ମହିଳା, କ୍ୟାସ ଡ୍ରରୁ ଲୁଟି ନେଲେ ୨ ହଜାର ଟଙ୍କା

Aug 12, 2026 - 09:04
Woman: କାର୍‌ରେ ଆସିଲେ ମହିଳା, କ୍ୟାସ ଡ୍ରରୁ ଲୁଟି ନେଲେ ୨ ହଜାର ଟଙ୍କା

"ଭୁବନେଶ୍ବର: କାର୍ ରେ ଆସିଲେ ମିଠା କିଣିବାକୁ ।

ମିଠାକିଣିଲେ।

ମିଠା ଦୋକାନରୁ ଟଙ୍କା ଚୋରି କରି ନେଇଗଲେ।

ଜଣେ ମହିଳାଙ୍କ ଏପରି କାରନାମା ସିସିଟିଭି କଏଦ କରିଛି।

କ୍ଯାସ ଡ୍ରରୁ ଟଙ୍କା ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।Advertisment ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି ଲିଙ୍ଗିପୁର ଟ୍ରାଫିକ୍ ଛକରେ ଥିବା ଶାରଳା ମିଷ୍ଠାନ୍ନ ଭଣ୍ଡାର ଦୋକାନକୁ ଦୋକାନରୁ ମହିଳା ଏବଂ ଜଣେ ଯୁବକ ସହ କାର୍ ରେ ଗତକାଲି  ସଂଧ୍ୟା ୭ଟା ରେ ଆସିଥିଲେ ।

ଦୋକାନୀ ଜଣକ କିଛି ଖାଦ୍ୟ ଜିନିଷ ପ୍ୟାକ୍ ରେ ବ୍ୟସ୍ତ ଥିବା ବେଳେ ମହିଳା ଜଣକ ସତର୍କତା ସହ କ୍ୟାସ ଡ୍ର ନିକଟକୁ ଆସୁଛନ୍ତି।

ସୁଯୋଗ ଦେଖି ୨ ହଜାର ଟଙ୍କା ନେଇ ଯାଉଛନ୍ତି ।

ଏହି ସମୟରେ ଦୋକାନରେ ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି ।

ମହିଳାଙ୍କ ବେଶ ପୋଷକ ବେଶ ଭଲ ।

ମାତ୍ର ପ୍ରକୃତି ଚୋର | ସୁଯୋଗ ଦେଖି ଚୋରି କରି ନେଲେ ଟଙ୍କା ।

ତେବେ ଦୋକାନୀ ଜଣକ ଏ ନେଇ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି ।

Cyber Safety Awareness: ଶିକ୍ଷାନୁଷ୍ଠାନରେ "ସୁରକ୍ଷିତ ଡିଜିଟାଲ ଜୀବନ"ର ଗୁରୁମନ୍ତ୍ର ଦେଲା ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media