Wildlife Scare: ରାତି ଅଧରେ ଗାଁରେ ବୁଲୁଛି ରହସ୍ୟମୟ ଜନ୍ତୁ; ବାଘ ଭଳି ଦେଖାଯାଉଛି, CCTVରେ ଫୁଟେଜ୍

Nov 27, 2026 - 18:30
Wildlife Scare: ରାତି ଅଧରେ ଗାଁରେ ବୁଲୁଛି ରହସ୍ୟମୟ ଜନ୍ତୁ; ବାଘ ଭଳି ଦେଖାଯାଉଛି, CCTVରେ ଫୁଟେଜ୍

ନୟାଗଡ଼ ସହର ଉପକଣ୍ଠରେ ବାଘ ଭଳି ଜନ୍ତୁର ଚଳପ୍ରଚଳକୁ ନେଇ ଆତଙ୍କ।

ରାତି ଅଧରେ ଗାଁ ରାସ୍ତାରେ ବୁଲୁଛି ଜଙ୍ଗଲୀ ଜନ୍ତୁ।

ସୁବର୍ଣ୍ଣଦେଇପୁର ଗାଁ ନିକଟରେ ଏକ ଜନ୍ତୁ ବୁଲୁଥିବାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି।

ସମାଜସେବୀ ମୀନକେତନ ପଟ୍ଟନାୟକଙ୍କ ଘରେ ଲାଗିଥିବା CCTVରେ ଏହି ଦୃଶ୍ୟ ରେକର୍ଡ ହୋଇଛି।

ଫୁଟେଜ୍ ସାମ୍ନାକୁ ଆସିବା ପରେ ଗାଁ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି।

Advertisment ଖବର ପାଇ ବନ ବିଭାଗ କର୍ମଚାରୀ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ଯାଞ୍ଚ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ଏହା ଏକ ହେଟାବାଘ ବୋଲି ଜଣାପଡ଼ିଥିବା DFO କହିଛନ୍ତି।

ତେବେ ଏଥିପାଇଁ ଭୟଭୀତ ନହେବାକୁ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେଇଛି ବନ ବିଭାଗ।

ପୁଣି ଥରେ ନଜରକୁ ଆସିଲେ ଜନ୍ତୁଟିକୁ ସ୍ଥାନାନ୍ତର କରାଯିବ।

ସେପଟେ ରୁଖୀ ଜଙ୍ଗଲକୁ ଲାଗି ରହିଥିବା ସୁବର୍ଣ୍ଣଦେଇପୁର ମୌଜାରେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

ଗାଁରେ ବୁଲୁଛି ରହସ୍ୟମୟ ଜନ୍ତୁ ରାତି ଅଧରେ ଗାଁରେ ବୁଲୁଛି ରହସ୍ୟମୟ ଜନ୍ତୁ ବାଘ ଭଳି ଜନ୍ତୁର ଚଳପ୍ରଚଳକୁ ନେଇ ଆତଙ୍କ ସୁବର୍ଣ୍ଣଦେଇପୁର ଗାଁ ନିକଟରେ CCTVରେ କଏଦ CCTV ଫୁଟେଜ୍ ଦେଖି ଗାଁ ଲୋକଙ୍କ ମଧ୍ୟରେ ଭୟ ପ୍ରାଥମିକ ତଦନ୍ତରୁ ହେଟାବାଘ ହୋଇଥିବା ସୂଚନା ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ଦାବି Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)