Weekly Horoscope 2026 November 01 to 07: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Nov 01, 2026 - 00:02
Weekly Horoscope 2026 November 01 to 07: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ: ରବି ଓ ସୋମବାର କ୍ୟାରିୟର୍‌ରେ ପରିବର୍ତ୍ତନ ହୋଇପାରେ।

ମଙ୍ଗଳ ଓ ବୁଧବାର ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ।

ଗୁରୁ, ଶୁକ୍ର ଓ ଶନିବାର ପରିବାରରେ ବୁଝାମଣା ରହିବ।

Advertisment ବୃଷ: ରବି ଓ ସୋମବାର ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।

ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ଗୁରୁ, ଶୁକ୍ର ଓ ଶନିବାର ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ।

ମିଥୁନ: ରବି ଓ ସୋମବାର ଭାଗୀଦାରି ବେପାରରେ ଲାଭ ପାଇବେ।

ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ।

ଗୁରୁ, ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ମାନସମ୍ମାନ ପାଇବେ।

କର୍କଟ: ରବି ଓ ସୋମବାର ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ।

ମଙ୍ଗଳ ଓ ବୁଧବାର ଅଫିସ୍‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

ଗୁରୁ, ଶୁକ୍ର ଓ ଶନିବାର ଜୀବନସାଥୀ ଠାରୁ ଉପହାର ପାଇବେ।

ସିଂହ: ରବି ଓ ସୋମବାର କୋର୍ଟକଚେରି ମାମଲାରେ ବାଧା ଆସିପାରେ।

ମଙ୍ଗଳ ଓ ବୁଧବାର ଚାକିରି ରେ ମନଲାଖି ପରିବର୍ତ୍ତନ ହେବ।

ଗୁରୁ, ଶୁକ୍ର ଓ ଶନିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କନ୍ୟା: ରବି ଓ ସୋମବାର ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁନାହିଁ।

ମଙ୍ଗଳ ଓ ବୁଧବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ।

ଗୁରୁ, ଶୁକ୍ର ଓ ଶନିବାର ଭଲ ଜାଗାରେ ନିବେଶ କରିପାରନ୍ତି।

ତୁଳା: ରବି ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।

ମଙ୍ଗଳ ଓ ବୁଧବାର ଜମି ଓ ଭବନରେ ନିବେଶ ଲାଗି ଭାବି ପାରନ୍ତି।

ଗୁରୁ, ଶୁକ୍ର ଓ ଶନିବାର ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ହେବେ।

ବିଛା: ରବି ଓ ସୋମବାର ନୂଆ କାମ ଆରମ୍ଭ କରନ୍ତୁ, ଲାଭଦାୟକ ରହିବ।

ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

ଗୁରୁ, ଶୁକ୍ର ଓ ଶନିବାର ଉନ୍ନତି ଲାଗି ନୂଆ ଅବସର ପାଇପାରନ୍ତି।

ଧନୁ: ରବି ଓ ସୋମବାର କିଛି ନୂଆକରିବା ଲାଗି ନୂଆପଦ୍ଧତି ଉପରେ ବିଚାର କରିବେ।

ମଙ୍ଗଳ ଓ ବୁଧବାର ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ।

ଗୁରୁ, ଶୁକ୍ର ଓ ଶନିବାର ଚାକିରିରେ ପଦୋନ୍ନତି ମିଳିବ।

ମକର: ରବି ଓ ସୋମବାର ଘରର ପରିବେଶ ସକାରାତ୍ମକ ରହିବ।

ମଙ୍ଗଳ ଓ ବୁଧବାର କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ।

ଗୁରୁ, ଶୁକ୍ର ଓ ଶନିବାର ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ।

କୁମ୍ଭ: ରବି ଓ ସୋମବାର ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ।

ମଙ୍ଗଳ ଓ ବୁଧବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚିନେବେ।

ଗୁରୁ, ଶୁକ୍ର ଓ ଶନିବାର କାର୍ଯ୍ୟ ଦକ୍ଷତା ପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ପୁରସ୍କାର ପାଇପାରନ୍ତି।

ମୀନ: ରବି ଓ ସୋମବାର ଆପଣଙ୍କ କାମରେ ଉପରିସ୍ଥ ଅଧିକାରୀ ଖୁସିହେବେ।

ମଙ୍ଗଳ ଓ ବୁଧବାର କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ।

ଗୁରୁ, ଶୁକ୍ର ଓ ଶନିବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)