Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ
"ମେଷ- ରବିବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।
ସୋମ ଓ ମଙ୍ଗଳବାର ସବୁ ସମସ୍ୟା ଦୂର ହେବ।
ବୁଧ ଓ ଗୁରୁବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।
ଶୁକ୍ର ଓ ଶନିବାର ଆର୍ଥିକ ସ୍ଥିତି ସାମାନ୍ୟ ରହିବ।Advertisment ବୃଷ- ରବିବାର ବନ୍ଧୁ ସହିତ ସାକ୍ଷାତ ହେବ।
ସୋମ ଓ ମଙ୍ଗଳବାର ମନରେ ଘୂରି ବୁଲିଥିବା ଯୋଜନା ସଫଳ ହେବ।
ବୁଧ ଓ ଗୁରୁବାର ରାଜନୀତିରେ ଉଚ୍ଚ ପଦବି ମିଳିପାରେ।
ଶୁକ୍ର ଓ ଶନିବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।
ମିଥୁନ- ରବିବାର ଭଲ ଖବର ପାଇବେ।
ସୋମ ଓ ମଙ୍ଗଳବାର ବିବାଦ ଠାରୁ ଦୂରରେ ରହନ୍ତୁ।
ବୁଧ ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଭଲ ଅବସର ପାଇବେ।
ଶୁକ୍ର ଓ ଶନିବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି।
କର୍କଟ- ରବିବାର ଆୟରେ ବୃଦ୍ଧି ହେବ।
ସୋମ ଓ ମଙ୍ଗଳବାର ଜମି କିଣିବାରେ ଲାଭ ହେବ।
ବୁଧ ଓ ଗୁରୁବାର ଅଫିସ୍ରେ ନୂଆ କାମ ମିଳିପାରେ।
ଶୁକ୍ର ଓ ଶନିବାର ପ୍ରିୟଜନ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ସିଂହ- ରବିବାର ନୂଆ ଲୋକଙ୍କ ସହ ମିଶନ୍ତୁ ଲାଭ ହେବ।
ସୋମ ଓ ମଙ୍ଗଳବାର ଉପାର୍ଜନ ପାଇଁ ଜ୍ଞାନ ପାଇବେ।
ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ଶୁକ୍ର ଓ ଶନିବାର ବେପାରରେ ଆର୍ଥିକ ଲାଭ ହେବ।
କନ୍ୟା- ରବିବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ସୋମ ଓ ମଙ୍ଗଳବାର କିଛି କାମରେ ଅଧିକ ସମୟ ଲାଗିପାରେ।
ବୁଧ ଓ ଗୁରୁବାର ଜମି ସଂପର୍କିତ କାମ ପୂରା ହେବ।
ଶୁକ୍ର ଓ ଶନିବାର ସାହିତ୍ୟ କବିତା ଲେଖି ପାରନ୍ତି।
ଆହୁରି ପଢ଼ନ୍ତୁ- Over Price: ସରକାର ଅନ୍ୟ ଦଳର ନେତାମାନଙ୍କୁ କିଣିବାରେ ବ୍ୟସ୍ତ!: ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଜିନିଷ କିଣିବା କଷ୍ଟକର,ମହଙ୍ଗା ଦର ନେଇ ଖଡ୍ଗେଙ୍କ କଡ଼ା ସମାଲୋଚନା ତୁଳା- ରବିବାର ଆତ୍ମବିଶ୍ବାସ ବୃଦ୍ଧି ହେବ।
ସୋମ ଓ ମଙ୍ଗଳବାର ଅର୍ଥାଭାବ ଅନୁଭବ କରିବେ।
ବୁଧ ଓ ଗୁରୁବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ।
ଶୁକ୍ର ଓ ଶନିବାର ନୂଆ ଲକ୍ଷ୍ୟ ହାସଲ କରିବେ।
ବିଛା- ରବିବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ସୋମ ଓ ମଙ୍ଗଳବାର ଧାର୍ମିକ କାର୍ଯ୍ୟ କରିବାର ମଉକା ପାଇବେ।
ବୁଧ ଓ ଗୁରୁବାର ପଇସାର ଅଭାବ ଅନୁଭବ କରି ପାରନ୍ତି।
ଶୁକ୍ର ଓ ଶନିବାର ପରିଶ୍ରମର ସୁଫଳ ପାଇବେ।
ଧନୁ- ରବିବାର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ।
ସୋମ ଓ ମଙ୍ଗଳବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ।
ବୁଧ ଓ ଗୁରୁବାର ନିଜର ସାଥୀଙ୍କୁ ଉପହାର ଦେବେ।
ଶୁକ୍ର ଓ ଶନିବାର କୌଣସି ଜ୍ଞାନର କଥା ଶୁଣିବେ।
ମକର- ରବିବାର ଧନଲାଭର ମଉକା ପାଇବେ।
ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ।
ବୁଧ ଓ ଗୁରୁବାର କାରବାରରେ ଆଶାଠୁ ଅଧିକ ଲାଭ ହେବ।
ଶୁକ୍ର ଓ ଶନିବାର ରାଜନୀତିରେ ସଫଳତା ପାଇବେ।
କୁମ୍ଭ- ରବିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ସୋମ ଓ ମଙ୍ଗଳବାର କୌଣସି କଥା ବୁଝିବାରେ ସଂଶୟ ହୋଇପାରେ।
ବୁଧ ଓ ଗୁରୁବାର ଘରେ ଖୁସିର ମାହୋଲ ରହିବ।
ଶୁକ୍ର ଓ ଶନିବାର ଅଫିସରେ ପଦୋନ୍ନତି ଯୋଗ ଅଛି।
ମୀନ- ରବିବାର ଅଯଥା କଥାଠୁ ଦୂରରେ ରହନ୍ତୁ।
ସୋମ ଓ ମଙ୍ଗଳବାର ଆମଦାନିର ନୂଆ ଉତ୍ସ ପାଇବେ।
ବୁଧ ଓ ଗୁରୁବାର କୌଣସି ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ।
ଶୁକ୍ର ଓ ଶନିବାର ଆପଣଙ୍କ କାମର ଗତି ବଢ଼ିବ।"