Weekly Horoscope 2026 August 09 to August 15: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
"ମେଷ- ରବି ଓ ସୋମବାର ବ୍ୟବସାୟ କାମରେ ଅନୁକୂଳତା ରହିବ।
ମଙ୍ଗଳ ଓ ବୁଧବାର ଆପଣଙ୍କ କାମର ପ୍ରଶଂସା ହେବ।
ଗୁରୁ ଓ ଶୁକ୍ରବାର ଭଲ ଖବର ପାଇବେ।
ଶନିବାର ସମାଜ କାମ ଲାଗି ପ୍ରସିଦ୍ଧି ବଢ଼ିବ।Advertisment ବୃଷ- ରବି ଓ ସୋମବାର ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ।
ମଙ୍ଗଳ ଓ ବୁଧବାର କାର୍ଯ୍ୟଭାର ବୃଦ୍ଧି ହୋଇପାରେ।
ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ସଫଳତା ପାଇବେ।
ଶନିବାର ପୁରୁଣା ଚିନ୍ତା ସମାପ୍ତ ହେବ।
ମିଥୁନ- ରବି ଓ ସୋମବାର ପରିବାର ସହିତ ଖୁସି ବାଣ୍ଟିବେ।
ମଙ୍ଗଳ ଓ ବୁଧବାର କ୍ୟାରିୟର୍ରେ ନୂଆ ଅବସର ଆସିବ।
ଗୁରୁ ଓ ଶୁକ୍ରବାର କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହେବ।
ଶନିବାର ଆୟରେ ବୃଦ୍ଧି ହେବ।
କର୍କଟ- ରବି ଓ ସୋମବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମଙ୍ଗଳ ଓ ବୁଧବାର ନୂଆ ଶକ୍ତି ଅନୁଭବ କରିବେ।
ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଲାଭ ହେବାର ସମ୍ଭାବନା।
ଶନିବାର ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
ସିଂହ- ରବି ଓ ସୋମବାର ଆମଦାନିର ନୂଆ ସୁଯୋଗ ପାଇପାରନ୍ତି।
ମଙ୍ଗଳ ଓ ବୁଧବାର ବୈବାହିକ ଜୀବନ ସୁଖମୟ ହେବ।
ଗୁରୁ ଓ ଶୁକ୍ରବାର ସମାଜରେ ମାନସମ୍ମାନ ପାଇବେ।
ଶନିବାର ଆର୍ଥିକ ସ୍ଥିତି ଭଲ ହେବ।
କନ୍ୟା- ରବି ଓ ସୋମବାର ଲୋକେ ଆପଣଙ୍କ ପ୍ରଶଂସା କରିବେ।
ମଙ୍ଗଳ ଓ ବୁଧବାର ଉନ୍ନତି ସୁଯୋଗ ହାତଛଡ଼ା କରନ୍ତୁନାହିଁ।
ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।
ଶନିବାର ଆମଦାନି ବଢ଼ାଇବେ।
ଆହୁରି ପଢ଼ନ୍ତୁ- Sukhbir Badal: ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଦିନକ ପରେ ସୀମା ପୁନଃନିର୍ଦ୍ଧାରଣକୁ ସୁଖବୀର ବାଦଲଙ୍କ ସମର୍ଥନ ତୁଳା- ରବି ଓ ସୋମବାର କୌଣସି କଥାକୁ ନେଇ ବହୁତ ଭାବିବେ।
ମଙ୍ଗଳ ଓ ବୁଧବାର ବ୍ୟବସାୟରେ ବାପା ସହଯୋଗ କରିବେ।
ଗୁରୁ ଓ ଶୁକ୍ରବାର ଉନ୍ନତିର ନୂଆ ରାସ୍ତା ପାଇବେ।
ଶନିବାର ଅପବ୍ୟୟ ବଢ଼ିପାରେ।
ବିଛା- ରବି ଓ ସୋମବାର ସମ୍ବନ୍ଧରେ ମଧୁରତା ଆସିବ।
ମଙ୍ଗଳ ଓ ବୁଧବାର ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ।
ଗୁରୁ ଓ ଶୁକ୍ରବାର ସବୁ କାମ ସରଳତାପୂର୍ବକ ପୂରା ହେବ।
ଶନିବାର ପାରିବାରିକ ଜୀବନ ଭଲ ରହିବ।
ଧନୁ- ରବି ଓ ସୋମବାର କୌଣସି କାମ ପୂରା ହୋଇଯିବ।
ମଙ୍ଗଳ ଓ ବୁଧବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ।
ଗୁରୁ ଓ ଶୁକ୍ରବାର ଅସହାୟଙ୍କୁ ସାହାଯ୍ୟ କରିବେ।
ଶନିବାର ନିଜ ଉପରେ ଧ୍ୟାନ ଦିଅନ୍ତୁ।
ମକର- ରବି ଓ ସୋମବାର କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ।
ମଙ୍ଗଳ ଓ ବୁଧବାର ଧୈର୍ଯ୍ୟଧରି କାମ କରନ୍ତୁ ଲାଭ ହେବ।
ଗୁରୁ ଓ ଶୁକ୍ରବାର ନୂଆ ସୁଯୋଗ ପାଇବେ।
ଶନିବାର ମନ ଶାନ୍ତ ରହିବ।
କୁମ୍ଭ- ରବି ଓ ସୋମବାର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ।
ମଙ୍ଗଳ ଓ ବୁଧବାର ବେପାରରେ ଉନ୍ନତି ହେବ।
ଗୁରୁ ଓ ଶୁକ୍ରବାର ବନ୍ଧୁର ଭାବନାକୁ ବୁଝିବେ।
ଶନିବାର କିଛି ଆଶା ପୂରଣ ହେବ।
ମୀନ- ରବି ଓ ସୋମବାର କଷ୍ଟ କାମରେ ହାର୍ ମାନିବେନି।
ମଙ୍ଗଳ ଓ ବୁଧବାର ପରିବାରରେ ସୁଖଶାନ୍ତି ବଜାୟ ରହିବ।
ଗୁରୁ ଓ ଶୁକ୍ରବାର ବ୍ୟବସାୟ ବୃଦ୍ଧି ହେବ।
ଶନିବାର ପ୍ରୟାସରେ ଭଲ ପରିଣାମ ପାଇବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
