Water Released from Three Reservoirs: ବର୍ଷା ପୂର୍ବରୁ ଆଲର୍ଟ ଗଞ୍ଜାମ ପ୍ରଶାସନ, ୩ ଜଳଭଣ୍ଡାରରୁ ଛଡ଼ାଗଲା ପାଣି

Nov 16, 2026 - 12:50
Water Released from Three Reservoirs: ବର୍ଷା ପୂର୍ବରୁ ଆଲର୍ଟ ଗଞ୍ଜାମ ପ୍ରଶାସନ, ୩ ଜଳଭଣ୍ଡାରରୁ ଛଡ଼ାଗଲା ପାଣି

ଗଞ୍ଜାମ ଜିଲ୍ଲାର ଡ଼ହ, ଘୋଡ଼ାହାଡ ଓ ବାଘଲଟିରୁ ପାଣି ଛଡାଗଲା।

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି।

ଡ଼ହ ଜଳଭଣ୍ଡାରରୁ ୧୦ ପ୍ରତିଶତ ଜଳ ଖାଲି କରାଯାଇଥିବା ସୂଚନା ମିଳିଛି।

ସେହିପରି ଘୋଡାହାଡ ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୪.୧୭ ଘନଫୁଟ ଜଳ ନିଷ୍କାସନ।

Advertisment ପାଣି ଛଡାଯିବା ବେଳେ ଘୋଡାହାଡ ଜଳଭଣ୍ଡାରର କ୍ଷମତା ୧୧୬.୮୬ ମିଟର ରହିଛି।

ବାଘଲଟି ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩୦.୭୨ ଘନଫୁଟ ଜଳ ନିଷ୍କାସନ।

ପାଣି ଛଡାଯିବା ବେଳେ ଜଳଭଣ୍ଡାରର କ୍ଷମତା ଥିଲା ୧୦୨.୮୮ ମିଟର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)