wasp Attack ବାଂଶପାଳରେ ବିରୁଡ଼ି ଆକ୍ରମଣରେ ‌ବୃଦ୍ଧ ମୃତ, ୨ ଗୁରୁତର

Aug 11, 2026 - 20:53
wasp Attack ବାଂଶପାଳରେ ବିରୁଡ଼ି ଆକ୍ରମଣରେ ‌ବୃଦ୍ଧ ମୃତ, ୨ ଗୁରୁତର

"ବାଂଶପାଳ: ବିରୁଡ଼ି ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ କେନ୍ଦୁଝର ଜିଲ୍ଲା ବାଂଶପାଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।Advertisment Man Hiding Wasp Mouth: ହସିହସି ଖୋଲିଦେଲେ ପାଟି...

ମୁହଁ ଭିତରୁ ବାହାରି ପଡ଼ିଲେ ଅନେକ ବିରୁଡ଼ି ସୂଚନାନୁସାରେ, ବାଂଶପାଳ ପଞ୍ଚାୟତ ଶଙ୍କରେଇ ଗାଁର ଲାଲୁ ଗିରି (୬୫), ସଙ୍କର୍ଷଣ ଗିରି ଓ ଶ୍ରୀକାନ୍ତ ପ୍ରଧାନ ଗାଁ ନିକଟ  ଭରାଲି ପାହାଡ଼ ସଂଲଗ୍ନ ଜଙ୍ଗଲକୁ ଗାଈ ଚରାଇ ଯାଇଥିଲେ।

ଏହି ସମୟରେ ବିରୁଡ଼ି ସମୂହ ଆକ୍ରମଣ କରିଥିଲେ।

ସଙ୍କର୍ଷଣ ଓ ଶ୍ରୀକାନ୍ତ ସେଠାରେ କୌଣସି ମତେ ଦୌଡ଼ି ଚାଲିଆସିଥିଲେ।

ତେବେ ଲାଲୁ ବିରୁଡ଼ିଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।

ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ ପକ୍ଷରୁ ସୁଟିଂ ଚାଲିଥିଲା, ବିରୁଡ଼ି ଦଂଶନରେ ୭ କ୍ରିୟୁ ମେମ୍ବର୍‌ ଘାଇଲା ବିଳମ୍ବିତ ରାତି ସୁଦ୍ଧା ସେ ଘରକୁ ନଫେରିବାକୁ ଆଜି (ମଙ୍ଗଳବାର) ଅପରାହ୍‌ଣରେ ପରିବାର ସଦସ୍ୟ ଓ ଗାଁଲୋକଙ୍କୁ ଖୋଜାଖୋଜି କରିଥିଲେ।

ଶେଷରେ ଗାଁ ନିକଟ ଏକ ବୁଦା ନିକଟରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା।

ବିଶ୍ରା : ବିରୁଡ଼ି ଦଂଶନରେ ଶିଶୁ ମୃତ ଏନେଇ ଖବର ପାଇବା ପରେ ନୟାକୋଟ ଥାନା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଗୁରୁତର ସଙ୍କର୍ଷଣ ଓ ଶ୍ରୀକାନ୍ତଙ୍କ ଚିକତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ତାଙ୍କୁ ଚିକିତ୍ସାଳୟରୁ ଛାଡ଼ିଦିଆଯାଇଥିବା ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media