Violence: ବାଂଲାଦେଶରେ ପୁଣି ହିଂସା; ୨୮ଟି ଜିଲ୍ଲାରେ ସାମ୍ନାକୁ ଆସିଲା ଅଗ୍ନିକାଣ୍ଡ-ବୋମାମାଡ଼ ଘଟଣା
ଢାକା: ବାଂଲାଦେଶରେ ପୁଣି ଥରେ ଉତ୍ତେଜନା ଏବଂ ହିଂସା ପରିସ୍ଥିତି ଦେଖିବାକୁ ମିଳିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଅବାମୀ ଲିଗର ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ସେମାନେ ଅଗ୍ନିକାଣ୍ଡ ଏବଂ ବୋମାମାଡ଼ କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।
୨୮ ଜିଲ୍ଲାରେ ହିଂସା କାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ବାଂଲାଦେଶ ପୁଲିସ ଗିରଫ କରିଛି।
ଅନ୍ୟପଟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିଦିଆଯାଇଛି।
Advertisment Ex-Bangladesh Air Force officer: ଶେଖ ହସିନାଙ୍କ ପଳାୟନ ଭିଡିଓ ସୁଟିଂ କରିଥିବା ବାୟୁସେନା ଅଧିକାରୀଙ୍କ ରହସ୍ୟମୟ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
