Utkal Sports: ଉତ୍କଳ ସ୍ପୋର୍ଟସ୍‌ ମିଟ୍‌ କରାଟେ ଓ ସୁଟିଂ ଉଦ୍‌ଯାପିତ

Aug 24, 2026 - 04:17
Utkal Sports: ଉତ୍କଳ ସ୍ପୋର୍ଟସ୍‌ ମିଟ୍‌ କରାଟେ ଓ ସୁଟିଂ ଉଦ୍‌ଯାପିତ

"ଭୁବନେଶ୍ବର: ଉତ୍କଳ ସ୍ପୋର୍ଟସ ମିଟ୍‌ର କରାଟେ ଓ ସୁଟିଂ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି।

ରବିବାର ପ୍ରତିଯୋଗିତାରେ ୬ରୁ ୧୦ବର୍ଷର ୨୫୦  କରାଟେକା ଏବଂ ୫୦ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ରାଜ୍ୟ କରାଟେ ସଂଘର ଯୁଗ୍ମ ସଂପାଦକ କାଳିପ୍ରସାଦ ନନ୍ଦ, ଉପସଭାପତି ସନତ କୁମାର ନାୟକ ଏବଂ ଅଲ୍‌ ଓଡ଼ିଶା ଜିମ୍‌ ସଂଘ ସଂପାଦକ ଦ୍ୟୁତିକୃଷ୍ଣ ବେହେରା ଓ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ ବିଭିନ୍ନ ବର୍ଗରେ ବାମିକା ପାଲୋ, ଅଂଶ ଅଗ୍ରୱାଲ, ନିଖିଳ କୁମୁଲ, ଶ୍ରେୟା ସମୃଦ୍ଧି, ଚିନ୍ମୟ ପ୍ରଧାନ, ପଦ୍ମଜା ସାମନ୍ତସିଂହାର, ରାଜଲକ୍ଷ୍ମୀ ବଡୁ, ରିତେଶ କୁମାର ମହାପାତ୍ର, ବୈଷ୍ଣବୀ ପରିଡ଼ା, ଆର୍ଯ୍ୟନ ପାଣିଗ୍ରାହୀ, ଦେବେଂଶ ପଣ୍ଡା, ସାଇଶ୍ରୀ ସାହୁ, ଜିନତ ଆଜମିନ, ଅର୍ଣ୍ଣବ ଆୟୁଷ୍ମାନ ଜେନା, ରେୟାଂଶ ପଣ୍ଡା, ଶରଣ୍ୟ ପାଢ଼ୀ, ଅନିଷା ପରିଡ଼ା, ସୌର୍ଯ୍ୟା ସଂପୂର୍ଣ୍ଣା, ସୋମନାଥ ନାୟକ, ସୁରେନ୍ଦ୍ର ବେଣ୍ଟକାର, ସାଗରିକା ସାହୁ, ସୋମେଶ ପ୍ରଧାନ, ସୌମ୍ୟ ରାଣୀ, ଜ୍ଞାନ ରଞ୍ଜନ ହାଲଭା, ଶ୍ରୀନିହିତା ମିଶ୍ର ଓ ଶ୍ରେୟାଂଶୀ ମିଶ୍ର ପ୍ରମୁଖ ସ୍ବର୍ଣ୍ଣ ପଦକ ଜିତିଥିଲେ।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)