US Open 2026: ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ଫାଇନାଲ୍ରେ କୋବୋଲି-ବେନସିକ୍ ଓ ମେନ୍ସିକ୍-ମୁଚୋଭା
"ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍ ମିଶ୍ରିତ ଯୁଗଳ ଫାଇନାଲ୍ରେ ଫାଭିଓ କୋବୋଲି- ବେଲିନ୍ଦା ବେନସିକ୍ ଏବଂ ଜାକୁବ ମେନ୍ସିକ ଓ କାରୋଲିନା ମୁଚୋଭା ମୁହାଁମୁହିଁ ହେବେ।Advertisment ଗେଲ୍ ମନ୍ଫିଲ୍ସ ଓ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ ସେମିଫାଇନାଲ୍ରେ କୋବୋଲି ଓ ବେନ୍ସିକ୍ ୪-୫, ୪-୧, ୧୦-୫ ସେଟ୍ରେ ଗେଲ୍ ମନ୍ଫିଲ୍ସ ଓ ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ।
ସେହିଭଳି ମନ୍ଫିଲ୍ସ ଓ ସ୍ବିତୋଲିନା ୫-୪, ୩-୫, ୧୧-୯ ସେଟ୍ରେ ଆନ୍ଦ୍ରେ ରୁବଲେଭ ଓ ମୀରା ଆନ୍ଦ୍ରିଭାଙ୍କୁ ହରାଇ ଥିଲେ।
Asian Games: ଏସୀୟ କ୍ରୀଡ଼ା: ବିଳମ୍ବିତ ସଂଯୋଗକୁ ଆୟୋଜକଙ୍କ ନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
