UAE Bus Accident: ୟୁଏଇର ରାସ ଅଲ ଖୈମାରେ ବସ୍ ଏବଂ ଟ୍ରକ୍ ଧକ୍କା: ୧୧ ମୃତ

Nov 24, 2026 - 14:40
UAE Bus Accident: ୟୁଏଇର ରାସ ଅଲ ଖୈମାରେ ବସ୍ ଏବଂ ଟ୍ରକ୍ ଧକ୍କା: ୧୧ ମୃତ

ଆବୁଧାବି: ସାତ ଏମିରେଟ୍ସ କୁ ନେଇ ଗଠିତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାସ୍ ଅଲ୍ ଖୈମା ଏମିରେଟ୍ସରେ ଏକ ଯାତ୍ରୀବାହୀ ବସ୍ ଟ୍ରକ୍ ସହିତ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ ମନ୍ତ୍ରଣାଳୟ କହିଛି ଯେ, ଅଲ୍ ୱାତନ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

Advertisment ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା ଏହା ଚଳିତ ମାସରେ ୟୁଏଇରେ ଘଟିଥିବା ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା।

ଏହା ପୂର୍ବରୁ ନଭେମ୍ବର ୧୨ ତାରିଖରେ ଫୁଜୈରାହର ଶେଖ୍ ଖଲିଫା ବିନ୍ ଜାଏଦ୍ ରାସ୍ତାରେ ୧୮ଟି କାର ଏବଂ ପାଞ୍ଚଟି ଟ୍ରକ୍ ଧକ୍କା ହେବା ଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩୦ ଜଣ ଆହତ ହୋଇଥିଲେ।

ରୁଷ ପକ୍ଷରୁ ଏକ ବଡ଼ ସାମରିକ ସଫଳତା ଦାବି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)