Two Students Injured in Sudden School Wall Collapse: ହଠାତ୍ ଭାଙ୍ଗିଲା ସ୍କୁଲ୍  ପାଚେରୀ; ୨ ଛାତ୍ର ଆହତ

Aug 06, 2026 - 15:46
Two Students Injured in Sudden School Wall Collapse: ହଠାତ୍ ଭାଙ୍ଗିଲା ସ୍କୁଲ୍  ପାଚେରୀ; ୨ ଛାତ୍ର ଆହତ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କସନ୍ଦୀ ପଞ୍ଚାୟତ କାଲାଡି ପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟର ଫାଟକ ଓ ପାଚେରୀ କାନ୍ଥ ଭୁଶୁଡ଼ି ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଓ ପାଚେରୀ କାନ୍ଥ ହଠାତ୍ ଭାଙ୍ଗି ପଡ଼ିଥିଲା।

ଏହି ଦୁର୍ଘଟଣାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଦୁଇ ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଆହତ  ଛାତ୍ରମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ନିମନ୍ତେ ନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ...

କୋରାପୁଟ ନନ୍ଦପୁର ବ୍ଲକ୍ କାଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ଅଘଟଣ
ଆହତ ଛାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।