Twin Sisters' Tattoo Record: ଯାଆଁଳା ଭଉଣୀଙ୍କ ଟାଟୁ ରେକର୍ଡ

Nov 21, 2026 - 07:32
Twin Sisters' Tattoo Record: ଯାଆଁଳା ଭଉଣୀଙ୍କ ଟାଟୁ ରେକର୍ଡ

ଟାଟୁ ବା ଚିତାକୁଟା ସୌଖୀନ ଦୁଇଜଣ ଯାଅଁାଳ ଭଉଣୀ ମିଳିତ ଭାବେ ବିଶ୍ବ ରେକର୍ଡ କରିଛନ୍ତି।

ସେମାନଙ୍କ ଦେହର ୭୦ ପ୍ରତିଶତ ଅଂଶରେ ଅନେକ ରଙ୍ଗିନ ଟାଟୁ ଭରିସାରିଲାଣି।

ଏହି ଯାଅଁାଳା ଭଉଣୀଙ୍କ ନାଅଁା ଆଲିନ୍‌ ଗଲିଆନୋ ଓ ଅଲିନୋ ହାନ୍‌ଲୁ।

ଦୁହେଁ 'ପଟ୍ୟୁନିୟା ଟୁଇନ୍‌ସ' ଭାବେ ବେଶ୍‌ ଜଣାଶୁଣା।

ଦୁହେଁ ଜର୍ମାନିର ଏକ ଛୋଟ ଗଁାରେ ବଡ଼ ହୋଇଛନ୍ତି।

କୌଣସି ଏକ ବଡ଼ ସହରରେ ରହିବା ପାଇଁ ଦୁହିଁଙ୍କର ପ୍ରବଳ ଇଚ୍ଛା ଥିଲା।

ତେଣୁ, ଦୁହେଁ ଟାଟୁ ଦୋକାନ ଖୋଲିବାକୁ ଲସ୍‌ଏଞ୍ଜେଲ୍‌ସ୍‌ ଚାଲିଆସିଥିଲେ।

କୋଭିଡ୍‌-୧୯ ଲକ୍‌ଡାଉନ୍‌ ବେଳେ ସେମ‌ାନେ ଲସ୍‌ଏଞ୍ଜେଲ୍‌ସ୍‌ରେ ଫସି ରହିଗଲେ।

Advertisment ବାଧ୍ୟ ହୋଇ ସେମାନେ ସେହି ଟାଟୁ ଦୋକାନରେ ହିଁ ଶୋଇଲେ।

ଟିକ୍‌ଟକ୍‌ରେ ପ୍ରସିଦ୍ଧି ହାସଲ କରିବା ପରେ ଦୁହିଁଙ୍କର ଜୀବନ ଚିରଦିନ ପାଇଁ ବଦଳିଗଲା।

ସେମାନେ 'ପଟ୍ୟୁନିୟା ଟୁଇନ୍‌ଇଙ୍କ୍‌ସ' ନଁାରେ ଏକ ଟାଟୁ ଷ୍ଟୁଡିଓ ଖୋଲିଛନ୍ତି।

ସେଠାରେ ଦୁହେଁ ଆଉ ୮ଜଣ ମହିଳା ଟାଟୁ ଆର୍ଟିଷ୍ଟ୍‌ଙ୍କ ସହିତ ମିଶି କାମ କରୁଛନ୍ତି।

ଦୁହେଁ ମାସକୁ ଅନ୍ତତଃ ଥରେ ନିଜ ନିଜ ଦେହରେ ଟାଟୁ କରନ୍ତି।

ଏହି ହାରରେ ସେମାନଙ୍କ ଦେହର ଟାଟୁ ଆଚ୍ଛାଦିତ ଭାଗ ଧୀରେ ଧୀରେ ବଢ଼ି ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)