Trump Claims: ଖାର୍ଗ ଦ୍ୱୀପକୁ ଧ୍ୱଂସ କରିଦେଇଛୁ: ଦାବି କଲେ ଟ୍ରମ୍ପ

Aug 31, 2026 - 10:54
Trump Claims: ଖାର୍ଗ ଦ୍ୱୀପକୁ ଧ୍ୱଂସ କରିଦେଇଛୁ: ଦାବି କଲେ ଟ୍ରମ୍ପ

"ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି।

ରବିବାର ଇରାନୀ ଘାଟିଗୁଡ଼ିକୁ ଆମେରିକା ଟାର୍ଗେଟ କରିଥିଲା।

ଏହାର ଜବାବରେ ଜୋର୍ଡାନରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରି ଇରାନ ପ୍ରତିଶୋଧ ନେଇଛି।

ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି।

Advertisment ଆନିମେଟେଡ୍ ପରି ଲାଗୁଛି ଭିଡିଓ ସେ ସୋମବାର କହିଛନ୍ତି, ଆମେରିକା ଖାର୍ଗ ଦ୍ୱୀପକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି।ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓଟି ଆନିମେଟେଡ୍ ପରି ଲାଗୁଛି।

ଏହାର କ୍ୟାପସନ୍‌ରେ ଟ୍ରମ୍ପ ଲେଖିଛନ୍ତି, ଖାର୍ଗ ଦ୍ୱୀପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ଆମେରିକା ଅନେକ ଇରାନୀ ଘାଟି ଉପରେ ଆକ୍ରମଣ କରିଥିବା ସେ ଦାବି କରିଛନ୍ତି।

ଲାରାକ ଦ୍ୱୀପରେ ଆମେରିକାର ଆକ୍ରମଣ ପରେ ଇରାନର ଆଇଆରଜିସି ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଥିବା କହିବା ପରେ ଟ୍ରମ୍ପଙ୍କର ଏହି ବିବୃତି ଆସିଛି। "ବାବରଙ୍କ ଦେଶରୁ ମିଳିଲା ପୁରସ୍କାର,ବିଜେପିକୁ ଅଭିନନ୍ଦନ":ମୋଦୀଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ ନେଇ ଅସଦୁଦ୍ଦିନ ଓୱେସିଙ୍କ କଟାକ୍ଷ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)