Today Panchang 7th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ମଙ୍ଗଳବାର । ଚନ୍ଦ୍ର – ମୀନ ଅହୋରାତ୍ର । ତିଥି – ୭ମୀ ଦିବା ୦୧.୨୫ ଗତେ ୮ମୀ । ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୨୫ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୧୭ ରୁ ୦୬.୫୫
ଦିବା – ୦୯.୪୦ ରୁ ୧୨.୧୭
ଦିବା – ୦୪.୪୭ ରୁ ୦୫.୩୩
ସନ୍ଧ୍ୟା – ୦୬.୨୬ ରୁ ୦୭.୦୯
ରାତ୍ରି – ୦୯.୦୮ ରୁ ୧୦.୦୩
ରାତ୍ରି – ୧୨.୧୩ ରୁ ୦୨.୨୩
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୦୮ ରୁ ୦୪.୪୭
କାଳବେଳା - ଦିବା ୦୧.୩୦ ରୁ ୦୩.୦୮
ବାରବେଳା - ପ୍ରାତଃ ୦୬.୫୫ ରୁ ୦୮.୩୪
କାଳରାତ୍ରି – ରାତ୍ରି ୦୭.୪୭ ରୁ ୦୯.୦୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।