Ronaldo's World Cup Dream Ends: ବିଶ୍ବକପରୁ ବିଦା ହେଲା ପର୍ତ୍ତୁଗାଲ, ରୋନାଲ୍ଡୋଙ୍କ ଦୁଃଖଦ ବିଦାୟ

Jul 07, 2026 - 10:58
Ronaldo's World Cup Dream Ends: ବିଶ୍ବକପରୁ ବିଦା ହେଲା ପର୍ତ୍ତୁଗାଲ, ରୋନାଲ୍ଡୋଙ୍କ ଦୁଃଖଦ ବିଦାୟ

ବିଶ୍ବକପରୁ ବିଦା ହେଲା ପର୍ତ୍ତୁଗାଲ। ପରାଜୟ ସହ ରୋନାଲ୍ଡୋଙ୍କ ଦୁଃଖଦ ବିଦାୟ। ଶେଷ ହୋଇଛି ବିଶ୍ବକପ ଅଭିଯାନ। ସୋମାବାର ରାଉଣ୍ଡ ଅଫ୍ ୧୬ରେ ସ୍ପେନ୍ ବିପକ୍ଷରେ ପର୍ତ୍ତୁଗାଲ ୧-୦ ଗୋଲରେ ପରାସ୍ତ ହୋଇଛି। କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଛି ସ୍ପେନ୍। 

ଏଥିସହ ୪୧ ବର୍ଷୀୟ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଷଷ୍ଠ ଏବଂ ଶେଷ ବିଶ୍ବକପ୍ ଯାତ୍ରା ଶେଷ ହୋଇଛି। ବିଦାୟ ସହ ଅଧୁରା ରହିଲା ରୋନାଲ୍ଡୋଙ୍କ ବିଶ୍ବକପ ଜିତିବା ସ୍ବପ୍ନ। ୬ଟି ବିଶ୍ବକପରେ ୨୭ଟି ମ୍ୟାଚ୍ ଖେଳି ୧୧ଟି ଗୋଲ୍ ସ୍କୋର କରିଛନ୍ତି ରୋନାଲ୍ଡୋ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।