Today Panchang 6th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୬ ସୋମବାର । ଚନ୍ଦ୍ର – କୁମ୍ଭ ଦିବା ୦୯.୫୬ ଗତେ ମୀନ । ତିଥି – ୬ଷ୍ଠୀ ଦିବା ୦୧.୪୭ ଗତେ ୭ମୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର,ଦିବା ୦୯.୫୬ ଗତେ ଧନୁ ରାଶିର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ଦିବା – ୦୮.୪୭ ରୁ ୧୦.୩୨
ରାତ୍ରି – ୦୯.୧୯ ରୁ ୧୦.୩୦
ରାତ୍ରି – ୧୧.୫୧ ରୁ ୧୨.୧୩
ରାତ୍ରି – ୦୧.୪୦ ରୁ ୦୩.୦୬ , ୦୩.୫୦ ରୁ ୦୪.୩୩
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୬.୫୫ ରୁ ୦୮.୩୪
କାଳବେଳା - ପ୍ରାତଃ ୦୬.୫୫ ରୁ ୦୮.୩୪
ଇାରବେଳା - ଦିବା ୦୩.୦୮ ରୁ ୦୪.୪୭
କାଳରାତ୍ରି – ରାତ୍ରି ୧୦.୩୦ ରୁ ୧୧.୫୧