Today Panchang 27th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ ।
ଇଂରାଜୀରେ ତାରିଖ ୨୭ ଶୁକ୍ରବାର ।
ଚନ୍ଦ୍ର - ମିଥୁନ ଅହୋରାତ୍ର ।
ତିଥି - ୩ୟା ଦିବା ୦୯.୪୮ ଗତେ ୪ର୍ଥୀ ।
ଘାତଚନ୍ଦ୍ର - କନ୍ୟା ରାଶିର ଅହୋରାତ୍ର ।
ଘାତବାର – ବିଛା,ଧନୁ ଓ ମୀନ ରାଶିର ।
ପୁଷ୍କରଦୋଷ – ଦିବା ୦୩.୦୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ – ପ୍ରାତଃ – ୦୬.୦୬ ରୁ ୦୬.୪୯ ପ୍ରାତଃ – ୦୭.୩୩ ରୁ ୦୮.୫୦ ଦିବା – ୧୧.୫୫ ରୁ ୦୨.୫୦ ଦିବା – ୦୩.୩୪ ରୁ ୦୫.୦୨ ସନ୍ଧ୍ୟା – ୦୫.୫୪ ରୁ ୦୮.୧୮ ରାତ୍ରି – ୧୨.୦୦ ରୁ ୦୧.୪୫ ରାତ୍ରି – ୦୨.୩୭ ରୁ ୦୪.୨୨ ଅଶୁଭ ସମୟ- ରାହୁକାଳ - ଦିବା ୧୦.୧୨ ରୁ ୧୧.୩୪ କାଳବେଳା - ଦିବା ୧୦.୧୨ ରୁ ୧୧.୩୪ ବାରବେଳା - ଦିବା ୦୮.୫୦ ରୁ ୧୦.୧୨ କାଳରାତ୍ରି – ରାତ୍ରି ୦୮.୧୮ ରୁ ୦୯.୫୬ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
