Today Panchang 23th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୨୩ ସୋମବାର ।
ଚନ୍ଦ୍ର – ମେଷ ଅହୋରାତ୍ର ।
ତିଥି – ୧୪ଶୀ ରାତ୍ରି ୧୧.୪୨ ଗତେ ପୂର୍ଣ୍ଣମୀ।
ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର।
ଘାତବାର – ମିଥୁନ ରାଶିର ।
ପୁଷ୍କରଦୋଷ – ରାତ୍ରି ୦୨.୦୧ ଗତେ ୧ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ ଶୁଭ ସମୟ – ପ୍ରାତଃ – ୦୬.୩୦ ରୁ ୦୭.୨୫ ଦିବା – ୦୮.୫୯ ରୁ ୧୧.୧୦ ରାତ୍ରି – ୦୭.୩୮ ରୁ ୦୯.୫୫ ରାତ୍ରି – ୦୨.୩୫ ରୁ ୦୩.୨୭ ଅଶୁଭ ସମୟ- ରାହୁକାଳ - ପ୍ରାତଃ ୦୭.୨୫ ରୁ ୦୮.୪୮ କାଳବେଳା - ପ୍ରାତଃ ୦୭.୨୫ ରୁ ୦୮.୪୮ ବାରବେଳା - ଦିବା ୦୨.୧୭ ରୁ ୦୩.୩୯ କାଳରାତ୍ରି – ରାତ୍ରି ୦୯.୫୫ ରୁ ୧୧.୩୩ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
