Today Panchang 16th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୧୬ ସୋମବାର।
ଚନ୍ଦ୍ର – ମକର ଅହୋରାତ୍ର।
ତିଥି - ୭ମୀ ରାତ୍ରି ୦୪.୧୯ ଗତେ ୮ମୀ।
ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର।ଘାତବାର – ମିଥୁନ ରାଶିର ।
ପୁଷ୍କରଦୋଷ - ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୪.୧୯ ପର୍ଯ୍ୟନ୍ତ।
ଶୁଭ ସମୟ- ପ୍ରାତଃ - ୦୫.୫୯ ରୁ ୦୭.୨୨ ଦିବା - ୦୮.୫୬ ରୁ ୧୧.୦୯ ରାତ୍ରି - ୦୭.୩୮ ରୁ ୦୯.୫୪ ରାତ୍ରି - ୦୨.୩୨ ରୁ ୦୩.୨୪ ଅଶୁଭ ସମୟ- ରାହୁକାଳ - ପ୍ରାତଃ ୦୭.୨୨ ରୁ ୦୮.୪୫ କାଳବେଳା - ପ୍ରାତଃ ୦୭.୨୨ ରୁ ୦୮.୪୫ ବାରବେଳା - ଦିବା ୦୨.୧୭ ରୁ ୦୩.୪୦ କାଳରାତ୍ରି – ରାତ୍ରି ୦୯.୫୪ ରୁ ୧୧.୩୧ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
