Three Arrested Within Hours: ନାବାଳିକା ଦୁଷ୍କର୍ମ ମାମଲା; ୫ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତ ଗିରଫ
ନାବାଳିକା ଦୁଷ୍କର୍ମ ମାମଲା, ୫ ଘଣ୍ଟା ମଧ୍ୟରେ ଗିରଫ ହେଲେ ୩ ଅଭିଯୁକ୍ତ। ସୁନ୍ଦରଗଡ଼ ଜିଲ୍ଲା ଧୁରୁଆ ଡ଼ିହି ଥାନା ଅଂଚଳରେ ଗତକାଲି ଅପରାହ୍ନରେ ଘଟିଥିଲା ଗଣଦୁଷ୍କର୍ମ। ନାବାଳିକା ପାଖ ପୋଖରୀରୁ ଗାଧୋଇ ଆସୁଥିବା ବେଳେ ଏହି ୩ ଯୁବକ ଦୁଷ୍କର୍ମ କରିଥିଲେ।
ପରେ ନାବଳିକାର ପରିବାର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି 3 ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଏହି ଯୁବକମାନେ ଧୁରୁଆ ଡ଼ିହି ଥାନା ଅଂଚଳର ବୋଲି ଜଣାପଡିଛି।
- ୫ ଘଣ୍ଟାରେ ଦୁଷ୍କର୍ମକାରୀ ଗିରଫ
- ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ
- ୫ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତ ଗିରଫ
- ପରିବାର ଲୋକଙ୍କ ଅଭିଯୋଗ ପରେ ଗିରଫ କଲା ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।