Schools Reopen Across Odisha: କାଲିଠୁ ରାଜ୍ୟରେ ଖୋଲୁଛି ସ୍କୁଲ; ହେଲେ ଏଠି ୨୦ ଯାଏ ସ୍କୁଲ୍ ଛୁଟି

Jun 17, 2026 - 16:38
Schools Reopen Across Odisha: କାଲିଠୁ ରାଜ୍ୟରେ ଖୋଲୁଛି ସ୍କୁଲ; ହେଲେ ଏଠି ୨୦ ଯାଏ ସ୍କୁଲ୍ ଛୁଟି

କାଲିଠୁ ରାଜ୍ୟରେ ଖୋଲୁଛି ସ୍କୁଲ । ରାଜ୍ୟରେ ମୌସୁମୀ ପ୍ରବେଶ କରିଥିବା ବେଳେ ଗ୍ରୀଷ୍ମର କୋପ କମିଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଜୁନ୍ ୧୮ ତାରିଖରେ ଖୋଲୁଛି ସ୍କୁଲ୍। ହେଲେ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ୨୦ ତାରିଖରେ ଛୁଟି ଘୋଷଣା ହୋଇଛି । ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ୍ ମଧ୍ୟ ଛୁଟି।

  • କାଲିଠୁ ରାଜ୍ୟରେ ଖୋଲୁଛି ସ୍କୁଲ
  • ରାଜ୍ୟରେ ମୌସୁମୀ ପ୍ରବେଶରୁ ଗ୍ରୀଷ୍ମର କୋପ କମିଛି
  • ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କାଲିଠୁ ଖୋଲୁଛି ସ୍କୁଲ୍
  • ଆସନ୍ତା ୨୦ ତାରିଖରେ ସମ୍ୱଲପୁରରେ ସରକାରୀ ଛୁଟି
  • ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ୍ ଛୁଟି
  • ସମ୍ୱଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।