Threatening: ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ! ଗେଟ୍‌ରେ ଲାଗିଲା ଚେତାବନୀ ବ୍ୟାନର

Oct 14, 2026 - 12:07
Threatening: ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ! ଗେଟ୍‌ରେ ଲାଗିଲା ଚେତାବନୀ ବ୍ୟାନର

"ବିନିକା(ଅକ୍ଷୟ କୁମାର ପୂଜାହାରୀ): ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜ୍ ଅଧ୍ୟକ୍ଷଙ୍କୁ ଛାତ୍ର ସଂସଦରୁ ଦୂରେଇ ରହ ନତୁବା ହତ୍ୟା କରାଯିବ ‌ବୋଲି  ଦେଖିବାକୁ ମିଳିଥିଲା।

ଆଜି ସକାଳୁ ମହାବିଦ୍ୟାଳୟ କର୍ମଚାରୀ ‌ଦେଖି ଡିଗ୍ରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଖବରଦେଇଥିଲେ।

ଅଧ୍ୟକ୍ଷ  ଧୀରେନ୍ଦ୍ର ନାୟକ ମହାବିଦ୍ୟାଳୟ ଗେଟରେ ଲଗା ହୋଇଥିବା ବ୍ୟାନର ଦେଖି ବିନିକା ପୁଲିସ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଲିଖିତ ଦୃଷ୍ଟି ଆକର୍ଷଣ କରିଥିବା ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଛନ୍ତି।Advertisment ବ୍ୟାନର ଜବତ ଅଧ୍ୟକ୍ଷ ଶ୍ରୀ ନାୟକଙ୍କୁ ପଚରାଯିବାରୁ ମହାବିଦ୍ୟାଳୟ ପରିସରା ଶାନ୍ତ ରହିଛି ମତେ କେହି ଛାତ୍ରଛାତ୍ରୀ ଅଭିଯୋଗ କରିନାହାନ୍ତି।

ଏଣୁ ଏହା ଅଣ ଛାତ୍ରମାନଙ୍କ କାରନାମା ‌ହୋଇଥିବା ଅନୁମାନ କରୁଥିବା ପ୍ରକାଶ କରିଛନ୍ତି।

ଘଟଣାସ୍ଥଳକୁ ବିନିକା ପୁଲିସ ପହଞ୍ଚି ବ୍ୟାନରକୁ ଜବତ କରିବାସହ ମହାବିଦ୍ୟାଳୟରେ ପୁଲିସ ମୁତୟନ କରି ଅଧିକ ତଦନ୍ତ କରୁଥିବା ବିନିକା ଆଇଆଇସି ପ୍ରକାଶ କରିଛନ୍ତି।

3 Arrested: ଆନନ୍ଦପୁରରେ ଗୋରୁ ଚୋରି ଅଭିଯୋଗ: ୩ ଅଭିଯୁକ୍ତ ଗିରଫ, ସିସିଟିଭିରୁ ମିଳିଲା ସୁରାକ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)