The Undersea Graveyard: ସମୁଦ୍ର ତଳର ମଶାଣି, ଯେଉଁଠାରେ ପଡିରହିଛି ଲକ୍ଷ ଲକ୍ଷ ଶବ
"ଭୁବନେଶ୍ବର: ଶ୍ମଶାନ କଥା ଭାବିଲେ ଆମ ମନକୁ ଗାଁ ଠାରୁ ଦୂର ନିଛାଟିଆ ସ୍ଥାନ କଥା ମନକୁ ଆସିଥାଏ।
ସେହି ସ୍ଥାନରେ ଅଧା ଜଳିଥିବା କାଠ ଖଣ୍ତ କିମ୍ବା କବରର କଥା ମନକୁ ଆସିଥାଏ।
କିନ୍ତୁ ଆପଣ ମାନେ ଜାଣିଛନ୍ତି କି?
କେବଳ ଭୂମିରେ ନୁହେଁ ଜଳରେ ମଧ୍ୟ ଶ୍ମଶାନ ରହିଛି।
ଯେଉଁଠାରେ ଲକ୍ଷଲକ୍ଷ ସାମୁଦ୍ରିକ ଜୀବଙ୍କ ଶବ ପଡିରହିଛି।
ଆସନ୍ତୁ ସମୁନ୍ଦ୍ର ମଧ୍ୟରେ ରହୁଥିବା ସାମୁଦ୍ରିକ ପ୍ରାଣୀମାନଙ୍କ ଜୀବନ ଶୈଳୀର ରୋଚକ କଥା ବିଷୟରେ ଜାଣିବା ।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
