Switzerland: ବିନା ତେଲ ଖଣିରେ ସ୍ୱିଜରଲ୍ୟାଣ୍ଡ ଏତେ ଧନୀ କେମିତି?

Jul 20, 2026 - 06:10
Switzerland: ବିନା ତେଲ ଖଣିରେ ସ୍ୱିଜରଲ୍ୟାଣ୍ଡ ଏତେ ଧନୀ କେମିତି?

"ସମସ୍ତଙ୍କର ସ୍ବପ୍ନର ଦେଶ ହେଉଛି ସ୍ୱିଜରଲ୍ୟାଣ୍ଡ, ଯାହାର ସୁନ୍ଦରତା ସମସ୍ତଙ୍କୁ ଆକୃଷ୍ଟ କରିଥାଏ।

ତାର ମନମୁଗ୍ଧକର ପ୍ରକୃତିରାଜି ଥରେ ସେଠାକୁ ଯାଇ ବୁଲିବାକୁ ବାଧ୍ୟ କରିଥାଏ।

ଏହି ଦେଶ କେବଳ ଦେଖିବାକୁ ସୁନ୍ଦର ନୁହେଁ ଅର୍ଥନୀତି କ୍ଷେତ୍ରରେ ବହୁତ ସଶକ୍ତ।

ବିଶ୍ବର ଧନୀ ଦେଶର ତାଲିକାରେ ସ୍ୱିଜରଲ୍ୟାଣ୍ଡ ୧୦ ନମ୍ବର ଭିତରେ ରହିଛି।

କିନ୍ତୁ ଯଦି ଏହି ଦେଶର ଇତିହାସ ଦେଖିବା ତେବେ ଆରମ୍ଭରୁ ଏହି ଦେଶ ଏତେ ସଶକ୍ତ ନଥିଲା।

ସ୍ୱିଜରଲ୍ୟାଣ୍ଡକୁ ୟୁରୋପର ସବୁଠାରୁ ଗରିବ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଥିଲା।

କୃଷି ସୀମିତ ଥିଲା, ପ୍ରାକୃତିକ ସମ୍ପଦ ଅଭାବ ଥିଲା, ଏବଂ ଦେଶର ଜନସଂଖ୍ୟା ଦାରିଦ୍ର୍ୟ ସହିତ ସଂଘର୍ଷ କରୁଥିଲା।

କିନ୍ତୁ ଆଜି ସେହି ସ୍ୱିଜରଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଧନୀ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି।

ତେବେ ଏତେ ବଡ଼ ପରିବର୍ତ୍ତନ ହେଲା କେମିତି?

ଆସନ୍ତୁ ଜାଣିବା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।