Sura Routray Slams ISKCON: ବିଦେଶରେ ଅଦିନିଆ ରଥଯାତ୍ରା, ଇସ୍କନକୁ ସୁରଙ୍କ କଡ଼ା ଚେତାବନୀ!

Jul 12, 2026 - 21:42
Sura Routray Slams ISKCON: ବିଦେଶରେ ଅଦିନିଆ ରଥଯାତ୍ରା, ଇସ୍କନକୁ ସୁରଙ୍କ କଡ଼ା ଚେତାବନୀ!

Sura Routray Slams ISKCON: ବିଦେଶରେ ଅଦିନିଆ ରଥଯାତ୍ରା, ଇସ୍କନକୁ ସୁରଙ୍କ କଡ଼ା ଚେତାବନୀ!

ବିଦେଶରେ ଅଦିନିଆ ରଥ ଯାତ୍ରାକୁ ନେଇ କଂଗ୍ରେସ ବରିଷ୍ଠ ନେତା ସୁର ସୁର ରାଉତରାୟଙ୍କ ପ୍ରତିକ୍ରିୟା। ଇସ୍କନ ଜଗନ୍ନାଥଙ୍କୁ ଅପମାନିତ କରୁଛି । ପ୍ରତି ଓଡ଼ିଆଙ୍କ ଭାବାବେଗ ସହ ଖେଳ ଖେଳୁଛି।

author-image
Manoj Kumar Rout
12 Jul 2026 21:24 IST