Sukhbir Singh Badal: ସୁଖବୀର ସିଂହ ବାଦଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

Aug 13, 2026 - 16:37
Sukhbir Singh Badal: ସୁଖବୀର ସିଂହ ବାଦଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

"ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ନାନ୍ଦେଦରେ ଆକ୍ରମଣ କରାଯାଇଛି।

ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୁଲିସ କର୍ମଚାରୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

ସୁଖବୀର ସିଂହ ବାଦଲଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମାତା ସାହିବ ଗୁରୁଦ୍ବାରା ଅଞ୍ଚଳରେ ବାଦଲଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି।

ତାଙ୍କ ହାତରେ ଆଘାତ ଲାଗିଛି।Advertisment ନିୟୋଜିତ ଜଣେ ପୁଲିସ କର୍ମଚାରୀ ଆହତ ସୁଖବୀର ସିଂହ ବାଦଲଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ।

ପୂର୍ବରୁ, ୪ ଡିସେମ୍ବର ୨୦୨୪ରେ, ସୁଖବୀର ସିଂହ ବାଦଲଙ୍କ ଉପରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଆକ୍ରମଣ କରାଯାଇଥିଲା।

ସେ ଏକ ହତ୍ୟା ଉଦ୍ୟମରୁ ଅଳ୍ପକେ ବଞ୍ଚି ଯାଇଥିଲେ।

ସୁଖବୀର ଧାର୍ମିକ ପ୍ରାର୍ଥନା କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।

ଜୟପୁରରେ ଦେହ ବେପାର!

ପୁଲିସ ଭୟରେ ଛାତ ଡେଇଁ ପଳାଇଲେ ରାଣୀ ମହୁମାଛି ଏହି ସମୟରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା, ଯାହା କାନ୍ଥରେ ବାଜିଥିଲା।

ଏହି ଘଟଣାରେ ସେ ଆହତ ହୋଇନଥିଲେ।

ଆକ୍ରମଣକାରୀଙ୍କୁ ତୁରନ୍ତ ପାଖରେ ଥିବା ଲୋକମାନେ ଏବଂ ସୁରକ୍ଷା କର୍ମୀମାନେ କାବୁ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media