Subhadra Shakti Opens New Business Opportunities: ସୁଭଦ୍ରା ଶକ୍ତି ଖୋଲିବ ବ୍ୟବସାୟର ରାସ୍ତା, ୩ ଲକ୍ଷରୁ ଅଧିକ SHGଙ୍କୁ ସହାୟତା

Nov 21, 2026 - 16:37
Subhadra Shakti Opens New Business Opportunities: ସୁଭଦ୍ରା ଶକ୍ତି ଖୋଲିବ ବ୍ୟବସାୟର ରାସ୍ତା, ୩ ଲକ୍ଷରୁ ଅଧିକ SHGଙ୍କୁ ସହାୟତା

ମହିଳାଙ୍କ ଆତ୍ମନିର୍ଭରତା ଓ ଉଦ୍ୟୋଗୀ ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ଲୋକଙ୍କ ସରକାର ନିରନ୍ତର ପ୍ରୟାସରତ ।

'ସୁଭଦ୍ରା ଶକ୍ତି' ବ୍ରାଣ୍ଡ୍ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦକୁ ବଜାର ପରିଚୟ ମିଳିବା ସହ ବ୍ୟବସାୟିକ ସୁଯୋଗର ନୂଆ ଦ୍ୱାର ଖୋଲିଛି।

Advertisment ୩ ଲକ୍ଷରୁ ଅଧିକ SHGଙ୍କୁ ସୁଧ ଫେରସ୍ତ ସହାୟତା, ₹୨୦,୦୦୦ କୋଟିର ବ୍ୟାଙ୍କ ଋଣ ଲକ୍ଷ୍ୟ, ନୂତନ ବ୍ୟବସାୟିକ ସହଭାଗିତା ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶର ସୁଯୋଗ ମହିଳା ଉଦ୍ୟୋଗୀଙ୍କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)