Student Found Dead ଜ୍ଞାନ ବିକାଶ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

Aug 28, 2026 - 16:50
Student Found Dead ଜ୍ଞାନ ବିକାଶ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

"କୁଜଙ୍ଗ:  କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ସ୍ଥିତ ୟତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟରେ ଆଜି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରଶିରେ ଫାଶିହୋଇ ଆତ୍ମହତ୍ଯା କରିଥିବା ଜଣାପଡିଛିା Advertisment ଛାତ୍ର ଆତ୍ମହତ୍ୟାର ସମାଧାନ ପାଇଁ ଟାସ୍କଫୋର୍ସ: ୪ ମାସରେ ଅନ୍ତରୀଣ, ୮ ମାସରେ ଆସିବ ଚୂଡ଼ାନ୍ତ ରିପୋର୍ଟ ଘଟଣାରୁ ପ୍ରକାଶ ଯେ,ରଘୁନାଥ ପୁର ଅଂଚଳର ଆଶୁତୋଷ ବେହେରା (୧୪) ପଙ୍କପାଳସ୍ଥିତ ଜ୍ଞାନ ବିକାଶ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।

ରକ୍ଷା ବନ୍ଧନ ଅବସରରେ ତାଙ୍କ ପିତା,ମାତା ତାଙ୍କୁ ଘରକୁ ନେଇଥିଲେ।

ବିଦ୍ୟାଳୟକୁ ଫେରିବାର ଇଛା ନଥିବା ସତ୍ତ୍ବେ ତାଙ୍କୁ ଆଜି (ଶୁକ୍ରବାର)  ପୂର୍ବାହ୍ନ ୧୦ ଟା ସମୟରେ ପିତାମାତା ଆଶୁତୋଷଙ୍କୁ ବିଦ୍ୟାଳୟରେ ଛାଡ଼ିଆସିଥିଲେ।

ଛାତ୍ର ଆତ୍ମହତ୍ୟା ଘଟଣା, କଲେଜ ସମ୍ମୁଖରେ ଧାରଣା ଦେଲେ ପରିବାର ଛାତ୍ରଛାତ୍ରୀମାନେ ପ୍ରାର୍ଥନା ଶ୍ରେଣୀରେ ଥିବା ସମୟରେ ସମ୍ପୃକ୍ତ ଛାତ୍ର ଛାତ୍ରାବାସ ପ୍ରକୋଷ୍ଠର ଫ୍ୟାନରେ ରଶି ଦେଇ ଝୁଲି ପଡିଥିଲୋ ପ୍ରାର୍ଥାନା ଶ୍ରେଣୀରୁ କିଛି ପିଲା ଛାତ୍ରାବାସ ଗୃହକୁ ଯାଇଥିବା ସମୟରେ ଏହାକୁ ଦେଖି ଶିକ୍ଷକଙ୍କୁ ଜଣାଇଥିଲୋ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ମଣିଜଙ୍ଗା ମେଡିକାଲକୁ ନିଆ ଯାଇଥିଲାା ଡାକ୍ତର ସେଠାରେ ଆଶୁତୋଷଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଛାତ୍ରଙ୍କ ଘର ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଭାଲିଆପୁର ବୋଲି ଜଣାପଡ଼ିଛିା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)