Strict Action Against Fake Gumastas at Puri Jagannath Temple, Assures Chief Administrator
#ନକଲି_ଗୁମାସ୍ତାଙ୍କ_ବିରୋଧରେ_ହେବ_ଦୃଢ଼_କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ନକଲି ଗୁମାସ୍ତାଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପୁରୀରେ ନକଲି ଗୁମାସ୍ତା ଭକ୍ତଙ୍କୁ ବାରମ୍ବାଲ ଲୁଟୁଥିବା ଅଭିଯୋଗ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ଯେ, ଜେଟିପି ଓ ପାଳିଆ ସେବାୟତ ଏବେ ନକଲି ଗୁମାସ୍ତାଙ୍କୁ ଚିହ୍ନଟ କରୁଛନ୍ତି । ଆଜି ଉତ୍ତରଦ୍ୱାର ନିକଟରେ ପୁଣି ସକ୍ରିୟ ହୋଇଥିଲେ ନକଲି ଗୁମାସ୍ତା । ସହଜରେ ଦର୍ଶନ କରାଇଦେବାର ପ୍ରଲୋଭନ ଦେଖାଇ ଆମେରିକାରୁ ଶ୍ରଦ୍ଧାଳୁଙ୍କଠାରୁ ୧୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ମୁରାରି ବାପୁଙ୍କ କାର୍ଯ୍ୟକ୍ରମକୁ ଆସିଥିବା ଭକ୍ତଙ୍କୁ ଟାର୍ଗେଟ୍ କରିଥିଲେ ଠକ । ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଉତ୍ତରଦ୍ୱାର ନିକଟରେ ପହଞ୍ଚିଥିବା ବେଳେ ଜଣେ ବ୍ୟକ୍ତି ମୁଣ୍ଡପିଛା ହଜାରେ ଟଙ୍କା ହିସାବରେ ମୋଟ ୧୩ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣେ ମହିଳା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ପଞ୍ଚୁକ ସମୟରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ଓ ପୋଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ସିଂହଦ୍ୱାର ଥାନା ପୋଲିସ ୯ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଥିବା ବେଳେ ପୁଣି ଏଭଳି ଠକେଇ ଅଭିଯୋଗ ସାମ୍ନାକୁ ଆସିଛି।
#OdishaNews#PuriNews#JagannathTemple#AravindaPadhee
#FakeGumastas#DevoteeSafety#TempleSecurity#DarshanFraud
#FakeGumasta_Puri#DarshanFraud_JagannathTemple#TempleSecurity_Puri#OdishaTV#OTV
Strict action will be taken against fake intermediaries allegedly cheating devotees at the Shree Jagannath Temple in Puri, Chief Administrator Aravinda Padhee has assured. He said JTP personnel and Palia servitors are currently identifying fake gumastas operating around the temple.
The assurance comes after a woman devotee from the United States alleged that she and others were cheated of ₹13,000 near the temple's North Gate. The accused allegedly promised easy darshan and collected ₹1,000 per person before fleeing with the money. The devotees had reportedly visited Puri to attend Morari Bapu's programme.
The incident has raised concerns over the safety of devotees and security arrangements during Panchuka. A few days earlier, Singhadwar Police had arrested nine alleged fake gumastas. However, another cheating complaint has now surfaced, prompting fresh questions about the menace.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
