State cabinet: ରାଜ୍ୟ କ୍ୟାବିନେଟ୍‌ରେ ୬ଟି ବିଭାଗର ୧୦ଟି ପ୍ରସ୍ତାବ ଗୃହୀତ

Aug 12, 2026 - 20:16
State cabinet: ରାଜ୍ୟ କ୍ୟାବିନେଟ୍‌ରେ ୬ଟି ବିଭାଗର ୧୦ଟି ପ୍ରସ୍ତାବ ଗୃହୀତ
ରାଜ୍ୟ

ରାଜ୍ୟ କ୍ୟାବିନେଟ୍‌ର ୬ଟି ବିଭାଗର ଆଜି ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍‌ ବୈଠକରେ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।