Special Story: Three Odisha Women Police Constables Make History, Complete NSG Commando Training
#ଗାଁ_ଝିଅ_NSG_କମାଣ୍ଡୋ
ଢେଙ୍କାନାଳର ଅନିଷା ସିଂ, ବଲାଙ୍ଗିରର ପିଙ୍କି ସାହୁ ଆଉ ନବରଙ୍ଗପୁରର ରାମେଶ୍ବରୀ ହାଲଦା। ଓଡ଼ିଶା ପୋଲିସ ପାଇଁ ଗର୍ବ, ଆଉ ସୁରକ୍ଷା ବାହିନୀରେ ମହିଳାଙ୍କ ପାଇଁ ଆଦର୍ଶ। ଓଡ଼ିଶା ପୋଲିସରେ କନଷ୍ଟେବଳ ଭାବେ କାମ କରୁଥିବା ଏହି ୩ ମହିଳା ରଚିଛନ୍ତି ଇତିହାସ। ପ୍ରଥମ ମହିଳା ପୋଲିସ ଭାବେ ଏମାନେ ଶେଷ କରିଛନ୍ତି ଦେଶର ଦକ୍ଷ ସୁରକ୍ଷା ଏଜେନ୍ସି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି କମାଣ୍ଡୋ ଟ୍ରେନିଂ। ଆତଙ୍କବାଦୀଙ୍କୁ କେମିତି ସାବାଡ଼ କରିହେବ, ଜରୁରୀ ପରିସ୍ଥିତିକୁ କେମିତି ମୁକାବିଲା କରାଯିବ ଆଉ କଠିନ ସ୍ଥିତିର କିଭଳି ସାମ୍ନା କରାଯିବ, ତାର ଟିକିନିଖି ଟ୍ରେନିଂ ନେଇ ଓଡ଼ିଶା ଫେରିଛନ୍ତି ଏମାନେ। ହରିୟାଣାରେ ୧୨ ସପ୍ତାହର କଷ୍ଟସାଧ୍ୟ ତାଲିମକୁ ସଫଳତାର ଶେଷ କରିଛନ୍ତି।
Three women constables of Odisha Police — Anisha Singh from Dhenkanal, Pinky Sahu from Balangir and Rameswari Halda from Nabarangpur — have made history by completing National Security Guard (NSG) commando training. They are the first women police personnel from Odisha to complete this specialised training, bringing pride to the state police force.
#OdishaPolice#NSGCommandos#WomenInUniform#WomenEmpowerment#OdishaPride#FemaleCommandos#NationalSecurityGuard#CommandoTraining#WomenInSecurity#Odisha_WomenNSGCommandos#Haryana_NSGTraining#OTVShorts#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
