Shocking Discovery in Baranga: ଜଳନ୍ତା କାର୍ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କଟକରେ ଚାଞ୍ଚଲ୍ୟ

Nov 27, 2026 - 16:48
Shocking Discovery in Baranga: ଜଳନ୍ତା କାର୍ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କଟକରେ ଚାଞ୍ଚଲ୍ୟ

କାର୍ ସହ ଜଳିଗଲେ ବ୍ୟକ୍ତି।

କାର୍ ନିକଟରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ।

କଟକ ବାରଙ୍ଗ ଥାନା ଗୋଡ଼ିସାହି ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଏକ ନିଛାଟିଆ ଜଙ୍ଗଲିଆ ରାସ୍ତାରେ ଥିବା କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

Advertisment ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିନାହିଁ।

ସେପଟେ କାରର ନମ୍ବର ପ୍ଲେଟ ମଧ୍ୟ ପୋଡ଼ିଯାଇଛି।

କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାକୁ ନେଇ ତଦନ୍ତ ଚଳାଇଛି ବାରଙ୍ଗ ଥାନା ପୋଲିସ।

ଜଳନ୍ତା କାର୍ ନିକଟରୁ ମୃତଦେହ ଉଦ୍ଧାର କଟକ ବାରଙ୍ଗ ଥାନା ଗୋଡ଼ିସାହିରେ ଚାଞ୍ଚଲ୍ୟ ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ଜଳିଗଲା କାର୍ କାର୍ ନିକଟରୁ ମିଳିଲା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)