Severe Cyclone Akwan Moves Towards Gopalpur: ଗୋପାଳପୁର ମୁହାଁ ବାତ୍ୟା, ଲ୍ୟାଣ୍ଡଫଲ ବେଳେ ୧୧୦ କି.ମି. ବେଗରେ ପବନ ବହିବା ସମ୍ଭାବନା
ମାଡି ଆସୁଛି ବାତ୍ୟା ଅକୱାନ।
୧୫ କିମି ବେଗରେ ଗୋପାଳପୁର ମୁହାଁ ବାତ୍ୟା।
ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।
ଏବେ ଗୋପାଳପୁରଠାରୁ ୪୯୦ କିମି, ପୁରୀ ଠାରୁ ୫୫୦ କିମି ଦୂରରେ ରହିଛି ବାତ୍ୟା।
କଳିଙ୍ଗପାଟନମ ଠାରୁ ୪୦୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା।
Advertisment ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି।
୨୦ ତାରିଖ ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରର ପୂର୍ବରେ ଅତି ନିକଟରୁ ସ୍ଥଳଭାଗ ଛୁଇଁବ।
ଲ୍ୟାଣ୍ଡଫଲ ବେଳେ ପବନ ବେଗ ୯୦-୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
