Sambalpur DLPC Meeting: ଧାନ ସଂଗ୍ରହ କମିଟି ବୈଠକରୁ ଉଠି ଚାଲିଗଲେ ବିଧାୟକ; ଚାଷୀ ସଂଗଠନ ସାମିଲ ହୋଇନଥିବା ଅଭିଯୋଗ

Nov 22, 2026 - 17:10
Sambalpur DLPC Meeting: ଧାନ ସଂଗ୍ରହ କମିଟି ବୈଠକରୁ ଉଠି ଚାଲିଗଲେ ବିଧାୟକ; ଚାଷୀ ସଂଗଠନ ସାମିଲ ହୋଇନଥିବା ଅଭିଯୋଗ

ଧାନ ସଂଗ୍ରହ କମିଟି ବୈଠକରୁ ଉଠି ଚାଲିଗଲେ ବିଧାୟକ।

ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଚାଲିଗଲେ ରେଙ୍ଗାଳି ବିଧାୟକ ସୁଦର୍ଶନ ହରିପାଲ ।

Advertisment ବୈଠକର ମିନିଟ୍ସ ବୁକ୍ ଦିଆଯାଇ ନଥିବା ଏବଂ ଚାଷୀ ସଂଗଠନ ବୈଠକରେ ସାମିଲ ହୋଇ ନଥିବା ଅଭିଯୋଗ କରି ସେ ବୈଠକ ବର୍ଜନ କରିଥିଲେ।

ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ମଧ୍ୟ ବୈଠକରୁ ଉଠି ଚାଲିଯାଇଥିଲେ।

ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ବୈଠକ ସମ୍ପର୍କରେ ଇମେଲ୍ ଯୋଗେ ବିଧାୟକଙ୍କୁ ସୂଚନା ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

Advertisment ଧାନ ସଂଗ୍ରହ କମିଟି ବୈଠକରୁ ଉଠି ଚାଲିଗଲେ ବିଧାୟକ ବୈଠକ ଛାଡି ଚାଲିଗଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ମିନିଟ୍ସ ବୁକ ଦିଆଯାଇନଥିବା ବିଧାୟକଙ୍କ ଅଭିଯୋଗ ବୈଠକରେ ଚାଷୀ ସଂଗଠନ ସାମିଲ ହୋଇନଥିବା ଅଭିଯୋଗ ଇମେଲ ଦ୍ବାର ସୂଚନା ଦିଆଯାଇଥିବା କହିଛନ୍ତିଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)