RI: ଘରକୁ ଫେରୁଥିବା ବେଳେ ଆର ଆଇଙ୍କୁ ହାଣିଦେଲେ ଦୁର୍ବୃତ୍ତ
"ପିପିଲି: ପିପିଲି ବ୍ଲକ୍ ମାଟିଆପଡ଼ା ରାଜସ୍ବନିରୀକ୍ଷକ (RI) ଆଶୁତୋଷ ସାହୁଙ୍କୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ହାଣି ଦେଇଛନ୍ତି।ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଆର ଆଇ ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି।
ପିପିଲି ଆଠବାଟିଆ ଠାରେ ଆରଆଇ ଶ୍ରୀ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ।Advertisment ପିପିଲି ଥାନାରେ ଅଭିଯୋଗ ଜମିଜମା ଘଟଣାକୁ ନେଇ ଏହି ଅମାନବୀୟ ଘଟଣା ଘଟିଥିବା କୁହାଯାଉଛି।
ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି।
ପିପିଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Gun: ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
