Reliance Foundation: ‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ ପ୍ରକଳ୍ପ ସ୍ଥଳରେ ଭୂମି ପୂଜନ ଓ ଶିଳାନ୍ୟାସ

Nov 02, 2026 - 14:18
Reliance Foundation: ‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ ପ୍ରକଳ୍ପ ସ୍ଥଳରେ ଭୂମି ପୂଜନ ଓ ଶିଳାନ୍ୟାସ

ଭୁବନେଶ୍ବର: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଏମ୍.

ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଈଶା ଅମ୍ବାନୀ ମୁମ୍ବାଇ ନିକଟସ୍ଥ କର୍ଜତରେ ପ୍ରସ୍ତାବିତ 'ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ' ପ୍ରକଳ୍ପ ସ୍ଥଳରେ ଭୂମି ପୂଜନ ଓ ଶିଳାନ୍ୟାସ ସମାରୋହ କରିଛନ୍ତି।

Advertisment ବିଭିନ୍ନ ସୁଯୋଗ ଉପଲବ୍ଧ ହେବ ୧୦୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଟାଉନସିପ୍‌ରେ ଅନାଥ ଶିଶୁ, ବରିଷ୍ଠ ନାଗରିକ ଏବଂ ବିକାଶଗତ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସମେତ ୫,୦୦୦ ଲୋକଙ୍କୁ ଜୀବନବ୍ୟାପୀ ସ୍ନେହପୂର୍ଣ୍ଣ ଆଶ୍ରୟ ଯୋଗାଇ ଦିଆଯିବ।

ଏଠାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ଯତ୍ନ ଓ ସେବା ସୁବିଧା ସହ ମର୍ଯ୍ୟାଦାପୂର୍ଣ୍ଣ ଓ ଉଦ୍ଦେଶ୍ୟମୂଳକ ଜୀବନଯାପନ ପାଇଁ ବିଭିନ୍ନ ସୁଯୋଗ ଉପଲବ୍ଧ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)