Relationship Faces Trouble: ଅଲଗା ହେବାକୁ ଯାଉଛନ୍ତି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ

Jul 08, 2026 - 16:49
Relationship Faces Trouble: ଅଲଗା ହେବାକୁ ଯାଉଛନ୍ତି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ

"ଭୁବନେଶ୍ବର: ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ବଲିଉଡ୍ର ସବୁଠୁ ଚର୍ଚ୍ଚିତ ଓ କ୍ୟୁଟ୍ କପୁଲ ଭାବରେ ଜଣାଶୁଣା।

ଉଭୟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବା ସହ ନିଜ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି।

ସେମାନଙ୍କ ଯୋଡ଼ିକୁ ଫ୍ୟାନ୍ସମାନେ ମଧ୍ୟ ବେଶ୍ ପସନ୍ଦ କରନ୍ତି।

ହେଲେ ଏବେ ଏହି ଲୋକପ୍ରିୟ ଦମ୍ପତିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି।

ଶୁଣିବାକୁ ମିଳୁଛି ଯେ ଦୀର୍ଘ ୮ ବର୍ଷର ବୈବାହିକ ଜୀବନ ପରେ ସେମାନେ ଅଲଗା ହେବାକୁ ଯାଉଛନ୍ତି।

ଯଦିଓ ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଥିଲା ତେବେ ଏଥର ଏହି ଚର୍ଚ୍ଚା ଅଧିକ ଜୋର ଧରିଛି।

ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।