Bollywood Actress Rekha: ଫିଲ୍ମ ନାହିଁ ବିଜ୍ଞାପନ ମଧ୍ୟ ନାହିଁ, କେମିତି ଚଳନ୍ତି ଏହି ଏଭରଗ୍ରୀନ୍ ସୁନ୍ଦରୀ?

Jul 08, 2026 - 16:49
Bollywood Actress Rekha: ଫିଲ୍ମ ନାହିଁ ବିଜ୍ଞାପନ ମଧ୍ୟ ନାହିଁ,  କେମିତି ଚଳନ୍ତି ଏହି ଏଭରଗ୍ରୀନ୍ ସୁନ୍ଦରୀ?

"ଭୁବନେଶ୍ବର: ବଲିଉଡ୍ ର ଏଭରଗ୍ରିନ୍ ସୁନ୍ଦରୀ ହେଉଛନ୍ତି ରେଖାI ଯାହାଙ୍କ ସୁନ୍ଦରାତା ଆଗରେ ହାର ମାନିଛି ବୟସI ଆଜି ବି ନିଜ ସୌନ୍ଦର୍ଯ୍ୟ ଓ ରହସ୍ୟମୟ ଜୀବନ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି I  ୧୯୭୦ ରୁ ବଲିଉଡ୍ ରେ କାମ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତିI ସଫଳତା, ସଂଘର୍ଷ ଓ ଅନେକ ଅକୁହା କାହାଣୀ ତାଙ୍କ ଜୀବନ ସହ ଜଡିତI କିନ୍ତୁ ଆପଣ ମାନେ ଜାଣିଛନ୍ତି କି ?

ଏହି ଦିଗ୍ଗଜ ଅଭିନେତ୍ରୀ ପ୍ରାୟ ଅନେକ ବର୍ଷ ହେଲା ସିନେମାରୁ ଦୂରେଇ ରହିଛନ୍ତିI ଏପରିକି ସେ କୌଣସି ବ୍ରାଣ୍ଡ ପାଇଁ ବିଜ୍ଞାପନ ମଧ୍ୟ  କରୁନାହାନ୍ତିI  ତେବେ ଏସବୁ ଠାରୁ ଦୂରେଇ ରହିମଧ୍ୟ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତିI  କେଉଁ ମାଧ୍ୟମରେ ରେଖା ଏତେ ଟଙ୍କା ଆୟ କରୁଛନ୍ତି ଆସନ୍ତୁ ଜାଣିବା ?

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।