Ram temple Receiving Donations Worth Crores: ରାମ ମନ୍ଦିରକୁ ମିଳୁଛି ଏତେ କୋଟିର ଦାନ, ଆଶ୍ଚର୍ଯ୍ୟ କରିବ ଗୋଟାଏ ଦିନର ପରିମାଣ
"ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଗୋଟାଏ ଟୁଇଟ୍ ପରେ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି।
ରାମଲାଲା ଥିବା ପବିତ୍ର ସ୍ଥାନରେ ଦାନ ଟଙ୍କା ହେରଫେର ହୋଇଥିବା ଦାବି କରିଛନ୍ତି ଅଖିଳେଶ।
ସମାଜବାଦୀ ପାର୍ଟି ସରକାରର ଜଣେ ମନ୍ତ୍ରୀ ପବନ ପାଣ୍ଡେ ୭.୫ କୋଟି ପର୍ଯ୍ୟନ୍ତ ଦାନ ପାଣ୍ଠି ଗାଏବ ହୋଇଥିବା ନେଇ ଚିନ୍ତା ପ୍ରକାଶ କରିଥିବା ବେଳେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବେ ଏହି ସମସ୍ତ ଦାବିକୁ ଖଣ୍ଡନ କରିଛି।
ତାଙ୍କର ଏ ବଡ଼ ଖୁଲାସା ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଏଭଳି କିଛି ହୋଇଥିବା ଜାଣି ଦେଶବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଏମଧ୍ୟରେ ମନ୍ଦିରକୁ ପ୍ରତିବର୍ଷ କେତେ ଟଙ୍କା ଦାନ ଆକାରରେ ଆସେ ତାହା ସାମ୍ନାକୁ ଆସିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।