Puri Farmers Suffer Losses: ଆଉ କିଛି ଦିନ ପରେ ହୋଇଥାନ୍ତା ଅମଳ, ବାତ୍ୟାରେ ଉଜୁଡ଼ିଗଲା ଚାଷୀଙ୍କ ସୁନାର ଫସଲ

Nov 21, 2026 - 08:43
Puri Farmers Suffer Losses: ଆଉ କିଛି ଦିନ ପରେ ହୋଇଥାନ୍ତା ଅମଳ, ବାତ୍ୟାରେ ଉଜୁଡ଼ିଗଲା ଚାଷୀଙ୍କ ସୁନାର ଫସଲ

ବାତ୍ୟା ଅକଓ୍ୱାନ ଅତିକ୍ରମ କରିଛି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଂଚଳ।

ହେଲେ ଚାଷୀକୁଳକୁ ଦେଇଯାଇଛି ଦାରୁଣ ଦୁଃଖ।

ବାତ୍ୟା ପ୍ରଭାବରେ କୃଷ୍ଣପ୍ରସାଦ ଅଂଚଳରେ ୨ ଦିନ ଧରି ଲଗାଣ ବର୍ଷାରେ ଶହ ଶହ ଏକର ଚାଷ ଜମିରେ ପାଣି ପଶି ଧାନ ଫସଲ ସବୁ ନଷ୍ଟ ହୋଇଯାଇଛି।

Advertisment ଆଉ କିଛିଦିନ ମଧ୍ୟରେ ଅମଳ ହୋଇଥାନ୍ତା ଧାନ।

ସେପଟେ ଉଜୁଡି ଯାଇଥିବା ଧାନ ଫସଲକୁ ବିଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ଲକ କୃଷି ଅଧିକାରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)